Onn 3

ଅଷ୍ଟମ ଶ୍ରେଣୀ ଛାତ୍ରର ଛୁରା ମାଡରେ ୧୦ମ ଛାତ୍ର ଆହତ

Crime State

 

attack-3

ପୁରୀ: ଛାତ୍ରକୁ ଛୁରୀ ଭୁଷିଲା ଛାତ୍ର । ପୁରୀ ପୋଲିସ ହାଇସ୍କୁଲରେ ଅଭାବନୀୟ ଘଟଣା । ଆହତ ଛାତ୍ର ହେଉଛନ୍ତି ପୋଲିସ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ମୁନା ସାହୁ । ରେଡକ୍ରସ୍ ରୋଡରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଛୁରା ମାଡ କରିଥିବା ସୂଚନା ମିଳିଛି । ଆହତ ଛାତ୍ରଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।