କଣ୍ଟାବାଞ୍ଝିରେ ଟ୍ରକ-ବୋଲେରୋ ଧକ୍କା : ଦୁଇ ମୃତ, ଦୁଇ ଗୁରୁତର State October 16, 2023ONNLeave a Comment on କଣ୍ଟାବାଞ୍ଝିରେ ଟ୍ରକ-ବୋଲେରୋ ଧକ୍କା : ଦୁଇ ମୃତ, ଦୁଇ ଗୁରୁତର କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ୫୯ ନଂ ଜାତୀୟ ରାଜପଥ ଫୁଗୁଡା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବୋଲେରୋ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ମଧ୍ୟ ହୋଇଥିବା ସୂଚନା ମିଳିଛି । ମୃତକ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ପହଁରେନମୁଣ୍ଡା ଗାଁର ଲିଙ୍ଗରାଜ ସରାଫ ଓ କିଶୋର ଦାସ ବୋଲି ଜଣାପଡ଼ିଛି। ଦୁଇ ଗୁରୁତରଙ୍କୁ କଣ୍ଟାବାଞ୍ଝି ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। Post navigation
କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ୫୯ ନଂ ଜାତୀୟ ରାଜପଥ ଫୁଗୁଡା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବୋଲେରୋ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ମଧ୍ୟ ହୋଇଥିବା ସୂଚନା ମିଳିଛି । ମୃତକ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ପହଁରେନମୁଣ୍ଡା ଗାଁର ଲିଙ୍ଗରାଜ ସରାଫ ଓ କିଶୋର ଦାସ ବୋଲି ଜଣାପଡ଼ିଛି। ଦୁଇ ଗୁରୁତରଙ୍କୁ କଣ୍ଟାବାଞ୍ଝି ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। Post navigation