Onn 3

ନୂତନ ହିତାଧିକାରୀଙ୍କୁ ଭତ୍ତାବଣ୍ଟନ

State

ଆଗରପଡ଼ା:ବନ୍ତ ବ୍ଳକ ପୁରୁଷଣ୍ଢ ଗ୍ରାମପଂଚାୟତ ପକ୍ଷରୁ ୬୪ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି ।

ଏଥିରେ ବିଧାୟକ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ସେବାସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ, ସରପଂଚ ପ୍ରକାଶ ବିଶ୍ୱାଳ, ସିତିତି ସଭ୍ୟା ସୁଶୀଳା ଜେନା, ଯୁବ ବିଜେଡ଼ି ସଭାପତି ସତ୍ୟ ସାଧନ ବେଜ ପ୍ରମୁଖ ଉପସ୍ଥିତ ଥିଲେ ।