Onn 3

ରାମକୃଷ୍ଣପୁର ସ୍କୁଲରେ ପୋଷକ ବିତରଣ

State

ନିଶ୍ଚିନ୍ତକୋଇଲି: ରାମକୃଷ୍ଣପୁର ଉ.ପ୍ରା ମଇ ବିଦ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ଅନୁଦାନରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କୁ ଦୁଇ ହଳ ପୋଷାକ, ଜୋତା ,ମୋଜା ବଣ୍ଟନ କରାଯାଇଛି । ପ୍ରଧାନଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ପଣ୍ଡାଙ୍କ ପୌରହିତ୍ୟରେ ଏଥିରେ ମୁଖ୍ୟଅତିଥି ଭାବେ ବିଆରସିସି ଲକ୍ଷ୍ମୀନାରାୟଣ ରାଉତ, ସମ୍ମାନୀତ ଅତିଥି ଭାବେ

ସରପଞ୍ଚ ଭାରତୀ ସ୍ୱାଇଁ, ସମିତିସଭ୍ୟା ନର୍ମଦା ରାଉତ, ସିଆରସିସି ସୁଶାନ୍ତ କୁମାର ପଣ୍ଡା, ସ୍କୁଲ ପରିଚାଳନା କମିଟି ସଭାପତି ଚକ୍ରଧର ପ୍ରଧାନ, ଉପଦେଷ୍ଟା ମନୋରଂଜନ ସ୍ୱାଇଁ , ଶିକ୍ଷକ ଆଲୋକ ପ୍ରଧାନ, ମୃତ୍ୟୁଞ୍ଜୟ ସାହୁ, ସୁରେଶଚନ୍ଦ୍ର ପାତ୍ର, ସେକ ମହମ୍ମଦ ଜାହେର, କମିଟିର ସଭ୍ୟ ମନୋରଂଜନ ଲେଙ୍କା, ପୁରୁଷୋତ୍ତମ ପ୍ରଧାନ ଓ ରେବତୀ ଜେନା ପ୍ରମୁଖ ଯୋଗ ଦେଇଥିଲେ ।