Onn 3

ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତିଙ୍କୁ ଚିଠି ଲେଖିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

State

ପୁରୀ: ରତ୍ନଭଣ୍ଡାର ପ୍ରସଙ୍ଗରେ ଚିଠି ଲେଖିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ସୁଦର୍ଶନ ପଟ୍ଟନାୟକଙ୍କ ଚିଠି । ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କୁ ଲେଖିଲେ ଚିଠି । ରତ୍ନଭଣ୍ଡାରୁ ଖୋଲିବାକୁ ସରକାରଙ୍କୁ କମିଟି ନିବେଦନ କରୁ କହିଲେ ସୁଦର୍ଶନ । ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କ ପରିଚାଳନା କମିଟି କହୁ । ପରିଚାଳନା କମିଟିର ଏଜେଣ୍ଡା ଭାବେ ଏହା କାହିଁକି ଆଲୋଚନା ହେଉନି ।

ସୁରକ୍ଷା ଏବଂ ଭକ୍ତଙ୍କ ଭାବବେଗ ଦୃଷ୍ଟିରୁ କମିଟିର ଆଲୋଚନା ହେଉ । ଭକ୍ତମାନଙ୍କ ପାଇଁ ସବୁ ଦ୍ୱାର ଶ୍ରୀଘ୍ର ଖୋଲିବାକୁ ମଧ୍ୟ ନିବେଦନ କଲେ । ସ୍ଥାନୀୟ ଲୋକଙ୍କକ ପାଇଁ ଅତି କମ୍‌ରେ ଗୋଟିଏ ଦ୍ୱାର ଖୋଳିବା ଦରକାର ବୋଲି କହିଛନ୍ତି ସୁଦର୍ଶନ ପଟ୍ଟନାୟକ ।