Onn 3

ପାରଳାଖେମୁଣ୍ଡି ରେ ରଥ ଉପରେ ତିନି ଠାକୁରଙ୍କ ସୁନାବେଶ ଦେଖିବା ପାଇଁ ଭକ୍ତ ଙ୍କ ସମାଗମ

Religion and Cult State

ଗଜପତି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ତିନି ଠାକୁରଙ୍କ ରଥ ଉପରେ ସୁନା ବେ ସ ରେ ଝଲିସି ଉଠିଥିଲେ ତୀ ନି ଠାକୁରପବିତ୍ର ହରି ଶୟନ ଏକ।ଦସୀ ତିଥି ରେ ସୁନା ବେଶ ରେ ଦର୍ଶନ ଦେଇଛନ୍ତି।

ସୁନା ବେଶ ଦର୍ଶନ କରିବା ସକାଶେ ପୁର ପଲ୍ଲୀ ରୁ ଭକ୍ତ ଙ୍କ ସୁଅ ଛୁଟି ଥିଲା। ପାଗ ଅନୁକୂଳ ଥିବାରୁ ସନ୍ଧ୍ୟା ଆଳତୀ ଓ ତୀନି ଠାକୁର ଙ୍କ ସୁନାବେଶ ଦେଖିବ। ସକ।ସେ ପ୍ରବଳ ଭିଡ଼ ଲାଗି ରହିଥିଲା ଶାନ୍ତି ଶୃଙ୍ଖଳା ସକ।ସେ ପୋଲିସ ବେବସ୍ଥ୍। କରାଯାଇଥିଲା।