Onn 3

ଟିକେଟ୍ କଟିବା ଭୟରେ ସବୁ ଚୁପ୍‌ : ତାରା ପ୍ରସାଦ ବାହିନିପତି

Politics State

ଭୁବନେଶ୍ୱର: ରାଜ୍ୟରେ ସବୁ ତନ୍ତ୍ର ଚାଲିଛି କହିଲେ ତାରା ପ୍ରସାଦ ବାହିନିପତି । ୫ଟି ସଚିବ ଯଦି ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି ସେଥିପାଇଁ ମନ୍ତ୍ରୀ ଓ ବିଧାୟକ ଦାୟୀ । ସେମାନେ ସ୍ୱର ଉତ୍ତୋଳନ କରିବା ବଦଳରେ ଧନ୍ୟବାଦ ଦେଉଛନ୍ତି ।

ଜଣେ ସାଂସଦ କହିଲେଣି,ପାଣ୍ଡିଆଦ ସାର ଆମ ମୁଖ୍ୟମନ୍ତ୍ରୀ । ଲାଗୁଛି ରାଜ୍ୟରେ ଲୋକେ ପ୍ରତିନିଧିମାନଙ୍କ ଆଉ ସ୍ୱାଭିମାନ ନାହିଁ । ଟିକେଟ କାଟିବା ଭୟରେ ସବୁ ଚୁପ ବସିଛନ୍ତି କହିଲେ ତାରା ପ୍ରସାଦ ବାହୀନିପତି ।