Onn 3

ବିଜେଡି ସାଂସଦ, ବିଧାୟକ ଅସହାୟ: ମୋହନ ମାଝୀ

Politics State

ଭୁବନେଶ୍ୱର: ୫ଟି ସଚିବଙ୍କ ଗ୍ରସ୍ତକୁ ବିଜେଡିର ଡିଫେଣ୍ଡକୁ ବିଜେପିର ସମାଲୋଚନା । କଡା ସମାଲୋଚନା କଲେ ବିଜେପି ନେତା ମୋହନ ମାଝୀ । ସଙ୍କଟରେ ବିଜେଡି ଓ ସରକାର,ତେଣୁ କଥା ଏଡାଇବାକୁ ଚାହୁଛନ୍ତି । ବିଜେଡି ସାଂସଦ ଓ ବିଧାୟକ ଅସହାୟ,୫ଟି ସଚିବ ଦାସତ୍ୱ ଗ୍ରହଣ କରିଛନ୍ତି ।

ଟିକେଟ କାଟିବା ଓ ଜେଲ ଯିବା ଭୟରେ ୫ଟି ସଚିବଙ୍କ ସେବା କରୁଛନ୍ତି । କେନ୍ଦ୍ରର ଚିଠିକୁ ଛୋଟ ଭାବିବା ମୁର୍ଖାମୀ,ଏହା ଆଟମ ବମ୍ ଭଳି । ଏହି ଚିଠି ଆଗାମୀ ଦିନରେ ବିଜେଡି ସରକାରକୁ ଭସ୍ମ କରିଦେବ ।