Onn 3

ପତ୍ନୀ ହତ୍ୟା ମାମଲାରେ ଦୋଷୀ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡ

State

ଗୁଣୁପୁର: ଗୁଣୁପୁରର ପୂର୍ବତନ ବିଧାୟକ  ରାମମୂର୍ତ୍ତି ଗମାଙ୍ଗଙ୍କୁ ମିଳିଛି ଆଜୀବନ କାରାଦଣ୍ଡ ।୨ ଦିନ ତଳେ ପତ୍ନୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଗୁଣୁପୁରର ପୂର୍ବତନ ବିଧାୟକ ।

୧୯୯୫ ମସିହାରେ ପତ୍ନୀଙ୍କ ପୋଡା ମୃତଦେହ କ୍ୱାର୍ଟର୍ସରୁ ମିଳିଥିଲା । ପତ୍ନୀ ହତ୍ୟା ମାମଲାରେ ଦୋଷୀ ରାମମୂର୍ତ୍ତିକୁ ଆଜୀବନ ଜେଲ ଦଣ୍ଡାଦେଶ ଦେଲେ ଭୁବନେଶ୍ୱର ସ୍ପେଶାଲ କୋର୍ଟ ।