Onn 3

୫ଟି ସଚିବଙ୍କ ନାଁରେ କେନ୍ଦ୍ରକୁ ଫେରାଦ ହେଲେ ବିଜୟ ପଟ୍ଟନାୟକ

State

ଭୁବନେଶ୍ୱର: ୫ଟି ସଚିବଙ୍କ ନାଁରେ କେନ୍ଦ୍ରକୁ ଫେରାଦ ହେଲେ ବିଜୟ ପଟ୍ଟନାୟକ । କେନ୍ଦ୍ରକୁ ଚିଠି ଲେଖିଲେ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବଙ୍କୁ ଚିଠି ଲେଖିଲେ ବିଜୟ ପଟ୍ଟନାୟକ । ସର୍ବଭାରତୀୟ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ହେଉଥିବା ଅଭିଯୋଗ ହୋଇଛି ।

ଚିଠିରେ ନିୟମ ଉଲ୍ଲଂଘନର ଏକାଧିକ ଉଦାହରଣ ଦେଲେ ବିଜୟ । ପାରଳାଖେମୁଣ୍ଡିରେ ଦଳୀୟ ଚିହ୍ନ ସହ ସଚିବଙ୍କ ହୋଡିଂ ଲାଗିଥିବା ଜଣାଇଲେ । ସଭାରେ ଯୋଗଦେଇ ଅନୁଦାନ ଘୋଷଣା କରୁଥିବା ଚିଠିରେ ଜଣାଇଲେ ।