Onn 3

ରାତି ଅଧିଆ ପୋଲିସ ବାବୁଙ୍କ ରାସଲୀଳା, ଅସଂଯତ ଅବସ୍ଥାରେ ଧରିଲେ ସ୍ତ୍ରୀ

Crime State

ବଲାଙ୍ଗୀର : ଧରା ପଡିଲା ପୋଲିସ ବାବୁଙ୍କ ଚୋରା ପୀରତି । ରାତି ଅଧିଆ ପୋଲିସ ବାବୁଙ୍କ ରାସଲୀଳା ଚାଲିଥିବା ବେଳେ ଧରାଇ ଦେଲେ ସ୍ତ୍ରୀ । ପୋଲିସକୁ ସାଙ୍ଗରେ ଧରି ପହଞ୍ଚିଗଲେ ସ୍ୱାମୀ ପାଖରେ । ଆଉ ପ୍ରେମିକାକୁ ଭେଟିବାକୁ ଆସି ଫସିଗଲେ ପୋଲିସ କନେଷ୍ଟବଳ ବାବୁ ।

ଅସଂଯତ ଅବସ୍ଥାରେ ବଲାଙ୍ଗୀର ହାତିସାଲ ପଡ଼ାରୁ ପୋଲିସ କର୍ମଚାରୀ ଜଣଙ୍କୁ ଧରିଲେ ସ୍ତ୍ରୀ । ବିବାହିତ ପୋଲିସ ବାବୁ ଜଣକ ଆଉ ଜଣେ ଯୁବତୀ ସହ ପ୍ରେମ ସମ୍ପର୍କ ରଖିଥିଲେ । ଯାହା ତାଙ୍କର ପରକୀୟା ପ୍ରୀତିକୁ ପଦାରେ ପକାଇଛି । ବଲାଙ୍ଗୀର ହାତିସାଲ ପଡ଼ାରୁ ପୋଲିସ ବାବୁଙ୍କୁ ଧରିଲେ ସ୍ତ୍ରୀ । ଦୀର୍ଘ ସମୟ ଧରି ଦେଖିବାକୁ ମିଳିଥିଲା ହାଇଡ୍ରାମା।