Onn 3

କୋଟି କୋଟି ଟଙ୍କାର ଜିଏସଟି ଫାଙ୍କି ଅଭିଯୋଗ: ପରିବହନ ସଂସ୍ଥାରେ ଚଢ଼ାଉ

State

କଟକ: କଟକ ମଙ୍ଗୁଳି ଅଞ୍ଚଳରେ ବଡ଼ ଧରଣର ଜିଏସଟି ଚଢ଼ାଉ ଚାଲିଛି। ଆନନ୍ଦ କାରବୋ ସଂସ୍ଥାରେ ଏଭଳି ଚଢ଼ାଉ କରିଛନ୍ତି  ଜିଏସଟି ଅଧିକାରୀ। କୋଟି କୋଟି ଟଙ୍କାର ଜିଏସଟି ଫାଙ୍କି ଅଭିଯୋଗ ଚଢ଼ାଉରେ ୨୦ ଜଣ ଜିଏସଟି ଅଧିକାରୀ ସାମିଲ ହୋଇଥିଲେ।

ବର୍ଷକୁ ଏହି ସଂସ୍ଥା ୧୨୭୧କୋଟି ଟଙ୍କାର କାରବାର କରୁଥିବା ଜଣାଯାଇଛି। କିନ୍ତୁ ଅଫିସ ଦେଖାଇ ଥିବା ଘରେ ଶ୍ରମିକ ରହୁଛନ୍ତି। ଏକ ଛୋଟ ପ୍ଲଟକୁ ଦେଖାଇଛନ୍ତି। ଡିପୋ ସଂସ୍ଥାର ଦେଶରେ ୭ଟି ବ୍ରାଞ୍ଚ ରହିଛି।