Onn 3

ରେଳ ଦୁର୍ଘଟଣା ନେଇ ଜିଆରପି ଥାନାରେ ମାମଲା ରୁଜ୍ଜୁ

State

ବାଲେଶ୍ବର:  ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ଘଟଣାରେ  ଜିଆରପି ଥାନାରେ ମାମଲା ରୁଜୁ। ଜୁନ ୩ ତାରିଖ କେସ ନମ୍ବର ୬୨ ଆଧାରରେ ମାମାଲା ରୁଜୁ କରିଛି ଜିଆରପି ପୋଲିସ।

ଆଇପିସିର ଧାରା ୩୩୭,୩୩୮,୩୦୪(A), ୩୪ ସମେତ ରେଲୱେ ଆକ୍ଟ ୧୫୩/୧୫୪/୧୭୫ରେ ତନାଘନା କରୁଛି ଜିଆରପି ପୋଲିସ। ପ୍ରଥମିକ ପର୍ଯ୍ୟାୟରେ ମ୍‌ତକଙ୍କ ରିପୋର୍ଟକୁ ଗୁରୁତ୍ବ ଦିଆଯାଇ ତଥ୍ୟ ସଂଗ୍ରହ ଚାଲିଥିବା ସୂଚନା ମିଳିଛି।