Onn 3

ଟ୍ରେନ୍‌ ଟ୍ରାଜେଡିକୁ ନେଇ ରିହାତି ଘୋଷଣା କଲା LIC, ଜାରି କଲା ହେଲ୍‌ପ ଲାଇନ୍‌ ନମ୍ବର

State

ଟ୍ରେନ୍‌ ଟ୍ରାଜେଡିକୁ ନେଇ ରିହାତି ଘୋଷଣା କଲା LIC । LIC, ପିଏମ ଜୀବନ ଜ୍ୟୋତି ପଲିସିଧାରୀଙ୍କ ପାଇଁ ରିହାତି ଘୋଷଣା କରାଯାଇଛି । ପଲିସିଧାରୀଙ୍କ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନରେ କୋହଳ କଲା LIC । ରେଳ କର୍ତ୍ତୃପକ୍ଷ, ପୋଲିସ ପକ୍ଷରୁ ପ୍ରଦତଃ ସାର୍ଟିଫିକେଟ ଗ୍ରହଣଯୋଗ୍ୟ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତଃ ମୃତ୍ୟୁ ସାର୍ଟିଫିକେଟ୍‌ ଗ୍ରହଣଯୋଗ୍ୟ । ବୀମା ସହାୟତା ପାଇଁ ହେଲ୍‌ପ ଡେସ୍କର ମଧ୍ୟ ସୁବିଧା ରହିଛି । ବୀମା ସମ୍ପର୍କିତ ସହାୟତା ପାଇଁ ହେଲ୍‌ପ ଲାଇନ୍‌ ନମ୍ବର ୦୨୨୬୮୨୭୬୮୨୭ ଜାରି ହୋଇଛି ।