Onn 3

ସାକ୍ଷୀଗୋପାଳ ମନ୍ଦିରରେ ନୀତିକାନ୍ତି ବନ୍ଦ

State

ପୁରୀ: ସାକ୍ଷୀଗୋପାଳ ମନ୍ଦିରରେ ସେବାୟତଙ୍କ ଧାରଣାରେ ନୀତିକାନ୍ତି ବନ୍ଦ କରିଛନ୍ତି ସେବାୟତ । ସେବାୟତଙ୍କ ପାଇଁ ଥିବା ଶ୍ମଶାନ ଭାଙ୍ଗି ଦିଆଯାଇଥିବାରୁ ପ୍ରତିବାଦ କରାଯାଇଛି । ଓଡିଶା ବିଶ୍ୱବିଦ୍ୟାଳୟ ନିର୍ମାଣକାରୀ ସଂସ୍ଥା ଭାଙ୍ଗିଥିବା ସୂଚନା ଦିଆଯାଇଛି । ଶ୍ମଶାନ ଭଙ୍ଗା ପ୍ରତିବାଦ କରି ସେବାୟତ ଧାରଣା ଦେବାରୁ ନୀତି ବନ୍ଦ କରାଯାଇଛି ।