Onn 3

ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ ଦିବସ

State

ଆଗରପଡ଼ା:ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ଆଗରପଡ଼ା କୃଷ୍ରଚରଣ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ସଭାରେ ଅତିରିକ୍ତ ଜିଲ୍ଲାଜଜ ଆଶୁତୋଷ ତ୍ରିପାଠୀ, ବାର ଆସୋସିଏସନ ସଭାପତି ନିରାକାର ଜେନା, ସାଧାରଣ ସଂପାଦକ ଦିବ୍ୟସିଂ ନାୟକ, ଆଇନସେବା ପ୍ରାଧିକରଣ ସଂସ୍ଥା ସମ୍ବାଦିକା ନେହା ଅଗ୍ରୱାଲ, ଜିଲ୍ଲା ବନାଧିକାରୀ ଅରୁଣ ବେହେରା, ପ୍ରତାପ ପାଢୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହୀ ଅବସରରେ ଆଡ଼ଭୋକେଟ ସୁରେନ୍ଦ୍ର କର, ପରିବେଶବିତ୍ ମାୟାଧର କର, ସାପ ଧରାଳୀ ବୁଦ୍ଧଦେବ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।