Joixp93tupy8sydrildn

ଭାରତ ୨-୦ରେ ସିରିଜ୍ ଜିତିଲା

କାନପୁର: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ କାନପୁରରେ ୭ ୱିକେଟ୍‌ରେ ବାଂଲାଦେଶକୁ ପରାସ୍ତ କରି ଟେଷ୍ଟ ସିରିଜକୁ ୨-୦ରେ କବଜା କରିଛି। ବାଂଲାଦେଶ ଟିମ୍ ଇଣ୍ଡିଆକୁ ୯୫ରନ୍‌ର ଟାର୍ଗେଟ ଦେଇଥିଲା। ତେବେ ଭାରତୀୟ ଦଳ ତିନି ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା। ମ୍ୟାଚର ଦ୍ୱିତୀୟ ଏବଂ ତୃତୀୟ ଦିନରେ ଲଗାତାର ଦୁଇ ଦିନ ବର୍ଷା ହୋଇଥିଲା। ବର୍ଷା ହେବ ବୋଲି କେହି ଆଶା କରି ନ ଥିଲେ, କିନ୍ତୁ ରୋହିତଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ […]

Read More Text.
Img 20240930 Wa0328

ରାଜ୍ୟ ସ୍ତରୀୟ ସାହାଣୀ କପ – ୨୦୨୪: ୬ଷ୍ଠ ଦିନରେ ଢେଙ୍କାନାଳ ଓ ଯାଜପୁର ବିଜୟୀ, ଢେଙ୍କାନାଳ କ୍ଵାଟର ଫାଇନାଲରେ

ବାରିପଦା : ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଓ ଓଡିଶା ଫୁଟବଲ ଏସୋସିଏସନର ସହଯୋଗୀତାରେ ଅନୁଷ୍ଠିତ ସାହାଣୀ କପ – ୨୦୨୪ ର ୬ଷ୍ଠ ଦିନର ୧ମ ମ୍ୟାଚରେ ଢେଙ୍କାନାଳ ୫-୧ ଗୋଲରେ ବାଲେଶ୍ୱରକୁ ପରାସ୍ତ କରି କ୍ଵାଟର ଫାଇନାଲରେ ପ୍ରବେଶ କରିଛି I ଢେଙ୍କାନାଳର ପ୍ରଶାନ୍ତ ବାରି ୧୭ ଓ ୩୨ ମିନିଟରେ, ଅନିଲ ସ୍ୱାଇଁ ୧୯ ଓ ୭୦ ମିନିଟରେ ଏବଂ ସରୋଜ ବିଶ୍ୱାଳ ୮୦ ମିନିଟରେ ଗୋଲ କରିଥିବା […]

Read More Text.
Fsd

୧୪ ବର୍ଷ ପରେ ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସି କେ ନାଇଡ଼ୁ ଟ୍ରଫି ପାଇଁ ଓଡିଶା ଦଳରେ ସ୍ଥାନ ପାଇଲେ ମୟୁରଭଞ୍ଜର ଶୁଭମ

ବାରିପଦା: ଆସନ୍ତା ମାସ ୧୩ ତାରିଖରେ ଡେରାଡୁନ ଠାରେ ଆରମ୍ଭ ହେବାକୁ ଥିବା ୨୩ ବର୍ଷରୁ କମ ଜାତୀୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସି କେ ନାଇଡ଼ୁ ଟ୍ରଫି ପାଇଁ ଓଡିଶା ଦଳରେ ସ୍ଥାନ ପାଇଛନ୍ତି ମୟୁରଭଞ୍ଜର ଶୁଭମ ନାୟକ I ଯଶିପୁର ବ୍ଲକ ଅନ୍ତର୍ଗତ ନୂଆଗାଁର ରମେଶ ଚନ୍ଦ୍ର ନାୟକ ଓ ସ୍ବର୍ଗୀୟା ସୁମତି ନାୟକଙ୍କ ସୁପୁତ୍ର ଶୁଭମ ପିତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ କ୍ରିକେଟ ଖେଳକୁ ଆପଣେଇ ନେଇଥିଲେ l ପ୍ରକାଶ ଥାଉକି ଶୁଭମ […]

Read More Text.
Img 20240929 Wa0258

ରାଜ୍ୟ ସ୍ତରୀୟ ସାହାଣୀ କପ – ୨୦୨୪

୫ମ ଦିନରେ ଅନୁଗୁଳ ଓ ମୟୁରଭଞ୍ଜ ବିଜୟୀ (ମୟୁରଭଞ୍ଜ କ୍ଵାଟର ଫାଇନାଲରେ ପ୍ରବେଶ) ବାରିପଦା: ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଓ ଓଡିଶା ଫୁଟବଲ ଏସୋସିଏସନର ସହଯୋଗୀତାରେ ଅନୁଷ୍ଠିତ ସାହାଣୀ କପ – ୨୦୨୪ ର ୫ମ ଦିନର ୧ମ ମ୍ୟାଚରେ ଅନୁଗୁଳ ଭଦ୍ରକକୁ ୭-୦ ଗୋଲରେ ପରାସ୍ତ କରିଛି I ଫାତୁ ଚରଣ ହେମ୍ବ୍ରମ ୨ ମିନିଟ, ଅମୀୟ ପ୍ରଧାନ ୫୧, ୫୫, ୫୯ ଓ ୬୦ ମିନିଟରେ, କୃଷ୍ଣଚନ୍ଦ୍ର ନାଏକ […]

Read More Text.
Img 20240928 Wa0232

ରାଜ୍ୟ ସ୍ତରୀୟ ସାହାଣୀ କପ – ୨୦୨୪, ୪ର୍ଥ ଦିନର ୧ମ ମ୍ୟାଚ ଡ୍ରୋ ଓ ୨ୟ ମ୍ୟାଚରେ ଦେବଗଡ଼ ବିଜୟୀ

ବାରିପଦା : ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଓ ଓଡିଶା ଫୁଟବଲ ଏସୋସିଏସନର ସହଯୋଗୀତାରେ ଅନୁଷ୍ଠିତ ସାହାଣୀ କପ – ୨୦୨୪ ର ୪ର୍ଥ ଦିନର ୧ମ ମ୍ୟାଚରେ ବାଲେଶ୍ୱର ଓ ଯାଜପୁର ପରସ୍ପରକୁ ୩-୩ ଗୋଲ ଦେଇଥିବାରୁ ମ୍ୟାଚଟି ଡ୍ରୋ ହୋଇଥିଲା I ବାଲେଶ୍ୱର ଦଳର ଫାଗୁରାମ ବେସ୍ରା ୪ ମିନିଟ, ଧନେଶ୍ୱର ସୋରେନ ୧୨ ମିନିଟ ଏବଂ ରୋହିତ ସିଂ ୮୦ ମିନିଟରେ ଗୋଲ ଦେଇଥିବା ବେଳେ ଯାଜପୁର ଦଳର […]

Read More Text.
Img 20240927 Wa0238

ରାଜ୍ୟ ସ୍ତରୀୟ ସାହାଣୀ କପ – ୨୦୨୪

୩ୟ ଦିନ- ଜୀତେନ୍ଦ୍ରଙ୍କ ହ୍ୟାଟ୍ରିକ ଗୋଲରେ ବୌଦ୍ଧ ବିଜୟୀ ଏବଂ ମୟୁରଭଞ୍ଜ ୫-୧ ଗୋଲରେ ବିଜୟୀ ବାରିପଦା: ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଓ ଓଡିଶା ଫୁଟବଲ ଏସୋସିଏସନର ସହଯୋଗୀତାରେ ଅନୁଷ୍ଠିତ ସାହାଣୀ କପ – ୨୦୨୪ ର ୩ୟ ଦିନର ୧ମ ମ୍ୟାଚରେ ବୌଦ୍ଧ ଭଦ୍ରକକୁ ୩ – ୨ ଗୋଲରେ ପରାସ୍ତ ପରାସ୍ତ କରିଛି I ବୌଦ୍ଧ ପକ୍ଷରୁ ଜୀତେନ୍ଦ୍ର ଦେହୁରୀ ୨, ୧୨ ଓ ୭୯ ମିନିଟରେ ୩ […]

Read More Text.
Img 20240926 Wa0332

ରାଜ୍ୟ ସ୍ତରୀୟ ସାହାଣୀ କପ – ୨୦୨୪, ୨ୟ ଦିନରେ ଢେଙ୍ଖାନାଳ ବିଜୟୀ

ବାରିପଦା : ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଓ ଓଡିଶା ଫୁଟବଲ ଏସୋସିଏସନର ସହଯୋଗୀତାରେ ଅନୁଷ୍ଠିତ ସାହାଣୀ କପ – ୨୦୨୪ ର ୨ୟ ଦିନ ଖେଳର ୧ମ ମ୍ୟାଚରେ ଢେଙ୍କାନାଳ ଦଳ ଯାଜପୁର ଦଳକୁ ୨-୧ ଗୋଲରେ ପରାସ୍ତ କରିଛି I ଢେଙ୍କାନାଳ ତରଫରୁ ଅନିଲ ସ୍ୱାଇଁ ୩୮ ମିନିଟ ଓ ମଧୁ ଯାନୀ ୭୫ ମିନିଟରେ ଗୋଲ ଦେଇଥିବା ବେଳେ ଯାଜପୁର ଦଳ ତରଫରୁ ବୃନ୍ଦାବନ ମୁର୍ମୁ ୪୪ ମିନିଟରେ […]

Read More Text.
Img 20240925 Wa0228

ରାଜ୍ୟ ସ୍ତରୀୟ ସାହାଣୀ କପ – ୨୦୨୪ ଉଦଘାଟିତ (ମୟୁରଭଞ୍ଜ ଓ ବୌଦ୍ଧ ବିଜୟୀ)

ବାରିପଦା : ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଓ ଓଡିଶା ଫୁଟବଲ ଏସୋସିଏସନର ସହଯୋଗୀତାରେ ଅନୁଷ୍ଠିତ ସାହାଣୀ କପ – ୨୦୨୪ ଉଦଘାଟିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ସାହାଣୀ କପ – ୨୦୨୪ କୁ ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଅତିଥି ଭାବେ ଫାଓର ଉପ ସଭାପତି ପଦ୍ମଲୋଚନ ଲେଙ୍କା, ଅସିତ ପତି, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପ […]

Read More Text.
Img 20240921 Wa0269

ବାରିପଦା ବ୍ଲକର ବିଦ୍ୟାଳୟ ସ୍ତରୀୟ କ୍ରିକେଟ ଖେଳାଳି ଚୟନ ପ୍ରକ୍ରିୟା ଶିବିର ଅନୁଷ୍ଠିତ

ବାରିପଦା : ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଡିଆରେ ବାରିପଦା ବ୍ଲକର ବିଦ୍ୟାଳୟ ସ୍ତରୀୟ ୧୭ ବର୍ଷରୁ କମ ଉଭୟ ବାଳକ ଓ ବାଳିକା କ୍ରିକେଟ ଖେଳାଳି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି I ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ଓ ବ୍ରଜ ମୋହନ ମୁର୍ମୁ ଏହି ପ୍ରତିଯୋଗିତାକୁ ଉଦଘାଟନ କରିବା ସହ ପ୍ରତିଯୋଗୀ ମାନଙ୍କୁ ଉନ୍ନତ ମାନର ଖେଳ ପ୍ରଦର୍ଶନ କରିବା ପାଇଁ […]

Read More Text.
Ashwin 1726917542

ପ୍ରଥମ ଟେଷ୍ଟ : ଟାର୍ଗେଟ ୫୧୫, ବାଂଲାଦେଶ ୧୫୮/୪

ଚେନ୍ନାଇ : ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ନିଜ ନିୟନ୍ତ୍ରଣରେ ରଖିଛି ଭାରତ। ବିଜୟ ପାଇଁ ବାଂଲାଦେଶକୁ ଭାରତ ୫୧୫ ରନର ବିଶାଳ ଟାର୍ଗେଟ ଦେଇଥିବା ବେଳେ ଭ୍ରମଣକାରୀ ଦଳ ବ୍ୟାକଫୁଟକୁ ଚାଲି ଯାଇଛି। ଖରାପ ଆଲୁଅ ପାଇଁ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୪ ୱିକେଟ ହରାଇ ୧୫୮ ରନ କରିଛି। ଏବେ ବି ଦଳ ବିଜୟ ଠାରୁ ଆହୁରି ୩୫୭ ରନ ପଛରେ ରହିଛି। ଭାରତ ବିଜୟ ପାଇଁ ଆଉ ୬ଟି […]

Read More Text.