ବୁଦା ମୂଳରୁ ଶିଶୁ କନ୍ୟା ଉଦ୍ଧାର 

ବାରିପଦା : ନବଜାତ ଶିଶୁକନ୍ୟା କୁ ନଟାବୁଦା ରୁ ଉଦ୍ଧାର କଲେ ଆଶାକର୍ମୀ l ଏହିଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଅଛି ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅନ୍ତର୍ଗତ ଝିଙ୍କିରିଆ ଗ୍ରାମରେ l ଆଜି ସକାଳୁ ଉକ୍ତ ଗ୍ରାମର ଆଶାକର୍ମୀ ସାବିତ୍ରୀମଣି ଜେନା ଙ୍କ ଝିଆରୀ ଘର ପଛପଟ କୁ ଯାଇଥିବା ସମୟରେ ନଟା ବୁଦା ଭିତରୁ ଏକ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ l ଏ କଥା ଆସି ଘରେ କହିବାରୁ ସାବିତ୍ରୀ […]

Read More Text.
IMG 20260228 WA0127

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ  ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ନିଜ ବକ୍ତବ୍ୟରେ ଏହି ବର୍ଷର ଜାତୀୟ ବିଜ୍ଞାନ ଦିବସର ଥିମ୍‌ “ବିଜ୍ଞାନରେ ମହିଳା: ବିକଶିତ ଭାରତର ପ୍ରେରଣା” ଉପରେ ଆଲୋଚନା କରିବା ସହିତ ବିଜ୍ଞାନର ବିକାଶ ପାଇଁ ବିଶ୍ୱବିଦ୍ୟାଳୟର ଗବେଷଣାରତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଭୂମିକା ସଂପର୍କରେ ସଚେତନ କରାଇଥିଲେ । […]

Read More Text.
IMG 20260228 WA0126

ଜାତୀୟସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ଦାନୀ – ୧୧

ବାରିପଦା : ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧ମ ସେମିଫାଇନାଲ ମ୍ୟାଚରେ ଦାନୀ ଏକାଦଶ ପ୍ଲେ ବେକ ଚାଲେଞ୍ଜରକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି I ପ୍ରଥମେ ବ୍ୟାଟିଂ କରି ଦାନୀ ଦଳ ୧୨ ଓଭରରେ ୫ ଉଇକେଟ ହରାଇ ୧୮୯ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ସରୋଜ ପରମାଣିକ ୧୦ଟି […]

Read More Text.
IMG 20260228 WA0144

ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ବାରିପଦା : ବାରିପଦା ସହର ଅନ୍ତର୍ଗତ ତକତପୁର ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଏବଂ ପ୍ଲାନେଟେରିୟମ ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳନ ଉପଲକ୍ଷେ ବକ୍ତୃତା ଏବଂ କୁଇଜ  ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନେ ଅଂଶ  ଗ୍ରହଣ କରିଥିଲେ l ନବମ ରୁ ଦ୍ୱାଦଶ […]

Read More Text.
IMG 20260228 WA0133

ଗ୍ରୀଷ୍ମ ପ୍ରବାହ ପରିଚାଳନା ସଚେତନତା କାର୍ଯ୍ୟକ୍ରମ

ଅଂଶୁଘାତର ମୁକାବିଲା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆହ୍ୱାନ    ବାରିପଦା: ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଭୁବନେଶ୍ବର ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ମୟୁରଭଞ୍ଜ ମିଳିତ ଆନୁକୂଲ୍ୟରେ ତକତପୁର ସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟ ଦ୍ଵାରା  ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ନାରାୟଣ ପ୍ରସାଦ ବେହେରାଙ୍କ ପୌରହିତ୍ୟରେ  ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଆସିଷ୍ଟାଣ୍ଟ ପ୍ରଫେସର  ରାଇମଣି ମାରାଣ୍ଡି ସ୍ଵାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ. ତତ୍ପରେ  […]

Read More Text.
Hpv

ଏଚପିଭି ଟୀକାକରଣ ଅଭିଯାନ ଆରମ୍ଭ; ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଜରାୟୁ କର୍କଟରୁ ମୁକ୍ତ ହେବେ ଦେଶର ଝିଅ । ସର୍ଭାଇକଲ କ୍ୟାନସରରୁ ସୁରକ୍ଷିତ ରଖିବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ । ରାଜସ୍ଥାମର ଆଜମେର ଠାରେ ଦେଶବ୍ୟାପୀ ଏଚପିଭି ଟୀକାକରଣର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅଭିଯାନରେ ପ୍ରତିବର୍ଷ ଦେଶର ପ୍ରାୟ ଏକ କୋଟି ୧୫ ଲକ୍ଷ ୧୪ବର୍ଷରୁ କମ ବର୍ଷର ବାଳିକାଙ୍କୁ ଟିକା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଜରାୟୁ କର୍କଟ ଭଳି ବିପଦପୂର୍ଣ୍ଣ ରୋଗରୁ ସୁରକ୍ଷା […]

Read More Text.
Ffc18b1f aa20 417a b61b 2bf10a925af3 2026 02 22 18 53 19 300x225

ଇସ୍ରାଏଲ-ଇରାନ ଯୁଦ୍ଧରେ ସାମିଲ ହେଲା ଆମେରିକା

ଆମେରିକା : ଇସ୍ରାଏଲ- ଇରାନ ଯୁଦ୍ଧରେ ସାମିଲ ହେଲା ଆମେରିକା । ଅପରେସନ୍ ଏପିକ୍ ଫ୍ୟୁରୀରେ ଇସ୍ରାଏଲ ସହ ମିଶି ଇରାନ ଉପରେ କଲା ପ୍ରଚଣ୍ଡ ଆକ୍ରମଣ । ମିଳିତ ଆକ୍ରମଣରେ ଥରିଲା ତେହେରାନ। ସେପଟେ ଇରାନ୍ ଉପରେ ଆକ୍ରମଣ ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ଟ୍ରମ୍ପ । ଆମେରିକାର ସୁରକ୍ଷା ଆମର ପ୍ରାଥମିକାତା । ଇରାନବାସୀ ସହଯୋଗ ମାଗିଥିଲେ । ଆମେ ସହଯୋଗ କରିଛୁ ବୋଲି କହିଛନ୍ତି ଟ୍ରମ୍ପ । ଅସ୍ତ୍ର ଛାଡ଼ି ଦିଅ, ନଚେତ୍ ମୃତ୍ୟୁ […]

Read More Text.
2

ବିଜ୍ଞାନ ପ୍ରଚାର ସମିତି ତରଫରୁ ଜାତୀୟ ବିଜ୍ଞାନ ଦିବସ ପାଳନ

  ସାଲେପୁର :  ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ର ସମ୍ପାଦକ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ବିଜ୍ଞାନ ପ୍ରଚାର ସମିତି ସାଲେପୁର ଶାଖାର ଉପସଭାପତି ଶ୍ରୀ ବିପିନ୍ ବିହାରୀ କରଙ୍କ ଅଧ୍ୟକ୍ଷତାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । “ବିଜ୍ଞାନ ର ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଭୂମିକା ‘ ସମ୍ପର୍କରେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ଶାରଦା ପ୍ରସାଦ ରଥ ଆଲୋକପାତ କରିଥିଲେ । “ରମଣ ପ୍ରଭାବ’ ର ଉଦ୍ଭାବକ ସାର୍ ସି.ଭି. ରମଣଙ୍କ […]

Read More Text.
Iran

ଇରାନ ଉପରେ ଆକ୍ରମଣ କଲା ଇସ୍ରାଏଲ

ନୂଆଦିଲ୍ଲୀ : ମଧ୍ୟ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି । ଏନେଇ ସୂଚନା ଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ । ସମଗ୍ର ଦେଶରେ ଜରୁରୀକାଳୀନ ଘୋଷଣା ହୋଇଛି । ଇରାନର ରାଜଧାନୀ ତେହରାନରେ ଆକ୍ରମଣ ହୋଇଥିବା କୁହାଯାଉଛି । ପୂର୍ବରୁ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ରହିଥିବା ବେଳେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ମଧ୍ୟ ଏସିଆ ପାଇଁ ଚିନ୍ତାଜନକ ଖବର । ଆମେରିକା ମଧ୍ୟ ଗୋଟେ […]

Read More Text.
111

କଟକ କାଠଯୋଡି ବିହାର ବସ୍ତିରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଟକ: ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ଆନୁକୁଲ୍ୟରେ ସ୍ଥାନୀୟ କାଠଯୋଡି ବିହାର ବସ୍ତିରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ପ୍ରବାସୀ ଶ୍ରମିକ (Migrant Labour) ମାନଙ୍କର ବିଭିନ୍ନ ସମସ୍ୟା ଓ ସେମାନଙ୍କର ଅଧିକାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସାହି ସଭାପତି ଶ୍ରୀ ଦିଲିପ କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀ ଜଗଦିଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ […]

Read More Text.