ଭିଜିଲାନ୍ସ ଜାଲରେ ବହଳଦା ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଓ ଆସିଷ୍ଟାଣ୍ଟ ମ୍ୟାନେଜର
ବାରିପଦା : ଭିଜିଲାନ୍ସ ଜାଲରେ ବହଳଦା ସେଣ୍ଟ୍ରାଲ କୋଅପାରଟିଭ ବ୍ୟାଙ୍କର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଦିଚେନ କୁମାର ମିଶ୍ର ଙ୍କ ସମେତ ଆସିଷ୍ଟାଣ୍ଟ ମ୍ୟାନେଜର ଗୌରବ କୁମାର ଦାସ l ତିରିଂ ଲ୍ୟାମ୍ପ 21 ଲକ୍ଷ 44 ହଜାର 370 ଟଙ୍କା ଲୋନ ଟଙ୍କା ବହଳଦା ସେଣ୍ଟ୍ରାଲ କୋଅପାରଟିଭି ବ୍ୟାଙ୍କ ରୁ ଲୋନ ବାବଦରେ ନେଇଥିଲା l ଉକ୍ତ ଟଙ୍କା ତିରିଂ ଲ୍ୟାମ୍ପ ତରଫରୁ ରୁଣ ଶୁଝିବା ବାବଦରେ ପେମେଣ୍ଟ କରାଯାଇଥିଲା ସେଣ୍ଟ୍ରାଲ କୋଅପାରଟିଭ ବ୍ୟାଙ୍କ କୁ […]
Read More Text.