Dead body 300x173

ବନ୍ୟା ପାଣିରେ ବୁଡି ଦୁଇ ଜଣଙ୍କର ମୃତ୍ୟୁ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ରେ ଭାରି ବର୍ଷା ଯୋଗୁଁ ବିଭିନ୍ନ ନଦୀ ରେ ବନ୍ୟା ଜଳ ଆସିଅଛି l ଫଳରେ ବନ୍ୟା ପାଣିରେ ବୁଡି ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଅଛି l ବଡ଼ସାହି ବ୍ଲକ ଅଞ୍ଚଳରେ ଜଣେ ଯୁବକ ମାଛ ଧରିବାକୁ ନିକଟସ୍ଥ ବନ୍ଧ କୁ ଯାଇଥିବା ସମୟରେ ଅସାବଧାନତା ଯୋଗୁଁ ବନ୍ଧପାଣିରେ  ଭାସି ମୃତ୍ୟୁ ବରଣ କରିଛନ୍ତି l ସେହିପରି ଶୁଳିଆପଦା ଥାନା ଅନ୍ତର୍ଗତ ଢେଙ୍କାନାଞ୍ଜିଆ ଗ୍ରାମର ଆମ୍ବଯୋଡି ନାଳରୁ ଏକ ଅଚିହ୍ନା […]

Read More Text.
Flood 6 e1785255837416 300x205

ଫୁଲୁଛି ଖଡଖାଇ ନଦୀ, ସିନ୍ଦୁରଗୌରୀ ସମେତ ୧୫ ଗ୍ରାମକୁ ଯୋଗାଯୋଗ ବିଛିନ୍ନ

ବାରିପଦା : ରାଇରଙ୍ଗପୁର ସହରକୁ ଲାଗିଛି ସିନ୍ଦୁର ଗୌରୀ ଗ୍ରାମ । ଏହାର ଆଖ ପାଖରେ ଅନ୍ୟାନ୍ୟ ଗ୍ରାମ ଅଛି l ଏଠାରେ ରେଳଲାଇନ ତଳେ ଏଜ ଗୋଳାପୋଲ  ପାଇଁ ରାସ୍ତା ତିଆରି ହୋଇଛି ।କିନ୍ତୁ ବର୍ଷାଦିନେ କାମରେ ଲାଗୁନି ।ଏହି ରାସ୍ତା ଦେଇ ୧୫ ଟି ଗ୍ରାମରମଧୁବନ, କୁମୁଡାଶୋଳ, ଚିଲିକା ପୋଷି, ଶାମସୁନ୍ଦକପିଳାଶ, ମହିଷାନେଦାଗଢ, ପୁରୁଣା ଘାଟି, ମୟୂରର ପ୍ରଭୃତି ଅଞ୍ଚଳର ଗ୍ରାମବାସୀ ଏହି ରାସ୍ତାରେ ଚଳପ୍ରଚଳ କରିଥାନ୍ତି ।କିନ୍ତୁ ବର୍ଷାଦିନେ ଖଡଖାଇ ସମେତ ଉପନଦୀ […]

Read More Text.
IMG 20260814 WA0232

ନବନିର୍ମିତ କେନାଲ୍ ଲାଇନିଂ ଫାଟି ଆଁ, ନିମ୍ନମାନର କାମ ନେଇ ଉଠିଲା ପ୍ରଶ୍ନ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ବିଜାତଳା ପଞ୍ଚାୟତର ଖୀଖିଳିଡି ନିକଟରେ ନିର୍ମାଣ ହୋଇଥିବା କେନାଲ୍‌ର କଂକ୍ରିଟ୍ ଲାଇନିଂ ମାତ୍ର ତିନି ମାସ ମଧ୍ୟରେ ଫାଟି ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରାୟ ତିନି ମାସ ପୂର୍ବରୁ କେନାଲ୍‌ର ପାଣି ଯିବା ଅଂଶକୁ କଂକ୍ରିଟ୍ ଲାଇନିଂ କରାଯାଇଥିଲା। ହେଲେ ଏତେ କମ୍ ସମୟ ମଧ୍ୟରେ କଂକ୍ରିଟ୍ ଫାଟି ଭାଙ୍ଗିଯିବାରୁ […]

Read More Text.
Dead body 750x430 1

ପାଣିରେ ବୁଡି ନାବାଳକର ମୃତ୍ୟୁ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଖଡ଼ମବେଡା ଗ୍ରାମରେ ଏକ ଖାଲରେ ଥିବା ପାଣିରେ ପଡି ଏକ ନାବାଳକ ର ମୃତ୍ୟୁ ହୋଇଅଛି l ମୃତକର ପରିବାରଵର୍ଗ ଙ୍କ କହିବା ଅନୁଯାୟୀ ଗତକାଲି ପାଖରୁ ପିଲାଟି ନିଖୋଜ ଥିଲା l ତାକୁ ଅନେକ ଖୋଜା ଖୋଜି କରିବା ପରେ ମଧ୍ଯ କୌଣସି ସନ୍ଧାନ ପାଇନଥିଲେ l ଆଜି ସକାଳୁ ନିକଟରେ ଥିବା ଏକ ମୋରମ ମାଟି ତଡ଼ାହୋଇଥିବା ଖାଲରେ ଥିବା ପାଣିରେ ତାର ଶବ […]

Read More Text.
Elephant

ଦନ୍ତା ଆତଙ୍କ : ପାଞ୍ଚ ବର୍ଷର ଶିଶୁକୁ କଚାଡି ମାରିଲା

ବାରିପଦା : ମୟୁରଭଞ୍ଜ ଜିଲ୍ଲା କରିଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ର ଉପଦ୍ରବ ଲାଗିରହିଛି l ଗତକାଲି ରାତ୍ରୀ ପାଖା ପାଖି 3 ଟା ସମୟରେ ଏକ ଦନ୍ତା ହାତୀ ନେଢୁଆପାଳ ବାମେଇସାହିରେ ପଶି ଜଣଙ୍କର ଘର ଭାଙ୍ଗିବା ସହ ଏକ ପାଞ୍ଚ ବର୍ଷ ର ଶିଶୁ କୁ କଚାଡି ମାରିଦେଇଛି l ମୃତ ଶିଶୁ ହେଉଛି ପୂର୍ଣ୍ଣଚନ୍ଦ୍ର ଲାଗୁରି l ରାତ୍ରୀରେ ଘରେ ଭରତ ଲାଗୁରି ସ୍ତ୍ରୀ ସରସ୍ୱତୀ ଗାଗରାଇ ଏବଂ ତାଙ୍କର ପାଞ୍ଚ ବର୍ଷ […]

Read More Text.
President droupadi murmu 750x430

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ବାର୍ତ୍ତା: ଆତଙ୍କବାଦ ବିରୋଧୀ ଲଢ଼େଇ ଓ ନ୍ୟାୟପାଳିକା ଉପରେ ଗୁରୁତ୍ୱାରୋପ

ନୂଆଦିଲ୍ଲୀ: ସାରା ଦେଶ ଏବେ ୮୦ତମ ସ୍ୱାଧୀନତା ଦିବସ ପାଳନର ଉତ୍ସବରେ ମସଗୁଲ ଥିବାବେଳେ, ଏହି ପବିତ୍ର ଅବସରର ଠିକ୍ ପୂର୍ବସନ୍ଧ୍ୟାରେ ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଏହି ବିଶେଷ ଉଦ୍‌ବୋଧନ ପୂର୍ବରୁ ପ୍ରଥମେ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଏବଂ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ନିଜ ଭାଷଣରେ ରାଷ୍ଟ୍ରପତି ମୁଖ୍ୟତଃ ଜାତୀୟ ସୁରକ୍ଷା, ଆତଙ୍କବାଦ ବିରୋଧୀ ଲଢ଼େଇ ଏବଂ […]

Read More Text.
333 1 e1786722748490 300x191

ଭାରତ ଆସିବେ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ

ନୂଆଦିଲ୍ଲୀ : ଭାରତ ଆସିବେ ଇରାନ ରାଷ୍ଟ୍ରପତି ପେଜେଶକିୟାନ। ପଶ୍ଚିମ ଏସିଆରେ ଆମେରିକା ସହିତ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାନୁଯାୟୀ, ଇରାନ ସୂତ୍ରକୁ ଉଦ୍ଧୃତ କରି ରିପୋର୍ଟ କରିଛି ଯେ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ସେପ୍ଟେମ୍ବରରେ ୧୮ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା […]

Read More Text.
Bomb threat

ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ସମେତ ୬ ସ୍ଥାନକୁ ବୋମା ଧମକ

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀର ହାଇକୋର୍ଟ ସମେତ ରାଜଧାନୀର ୬ ଟି ସ୍ଥାନକୁ ବୋମା ଧମକ ମିଳିଛି । ଧମକ ପାଇବା ପରେ ସୁରକ୍ଷା ଏଜେନ୍ସିଗୁଡିକ ସକ୍ରିୟ ହେବା ସହ ଯାଞ୍ଚକୁ ଜୋରଦାର ଆରମ୍ଭ କରିଛିନ୍ତି । ଇ-ମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଥିବା ସୂଚନା ମିଳିଛି । ଯେଉଁଥିରେ ଦିଲ୍ଲୀ ହାଇକୋର୍ଟ ସହିତ ଜିଲ୍ଲା କୋର୍ଟ, ଲାଲକିଲ୍ଲା ଏବଂ ଟ୍ରେନଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯିବାର ଉଲ୍ଲେଖ ରହିଛି । ସୂଚନାନୁଯାୟୀ, ଜାମା ନଗର ହାଉସ୍, […]

Read More Text.
Modi 300x156

‘ପାଣି ରୋକିଲେ ଯୁଦ୍ଧ ହେବ’, ପିଏମ୍ ମୋଦିଙ୍କୁ ପାକିସ୍ତାନର ଚେତାବନୀ!

ନୂଆଦିଲ୍ଲୀ: ଭାରତକୁ ପୁଣି ଆଖି ଦେଖାଇଲା ପାକିସ୍ତାନ|ପ୍ରଧାନମନ୍ତ୍ରୀ ଶାହବାଜଙ୍କ ମୁହଁରେ ଯୁଦ୍ଧ ଧମକ| ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ସନ୍ଧିକୁ ନେଇ ପୁଣିଥରେ ଉତ୍ତେଜନା ବଢ଼ିଛି। ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଭାରତକୁ ଖୋଲାଖୋଲି ଧମକ ଦେଇଛନ୍ତି। ସିନ୍ଧୁ ନଦୀର ପାଣିର ଗୋଟିଏ ବୁନ୍ଦା ମଧ୍ୟ ପାକିସ୍ତାନ ପାଇଁ ‘ରେଡ୍ ଲାଇନ୍’ ବୋଲି କହିବା ସହ ଭାରତ ପାଣି ରୋକିଲେ ଏହାର ଜବାବ ଯୁଦ୍ଧ ମାଧ୍ୟମରେ ଦିଆଯିବ ବୋଲି ସେ […]

Read More Text.
Screenshot 2026 08 14

ଚମୋଲିରେ ସୁଡ଼ଙ୍ଗ ଭୁଶୁଡ଼ି ୭ ଶ୍ରମିକ ମୃତ, ୧୪ ଆହତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଚମୋଲି ଟନେଲ୍ ରେ ବଡ଼ ଅଘଟଣ। ମାଟି ଓ ପାଣି ପଶିବାରୁ ଫସିଗଲେ ଶ୍ରମିକ। ଉତ୍ତରାଖଣ୍ଡର ଚାମୋଲିରେ ନିର୍ମାଣଧୀନ ଜଳବିଦ୍ୟୁତ ସୁଡ଼ଙ୍ଗ ଭିତରକୁ ହଠାତ୍ ପାଣି ଏବଂ ମାଟି-ପଥର ପଶିଯିବା ଯୋଗୁଁ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାର ପିପଲକୋଟି ଅଞ୍ଚଳରେ ଥିବା THDCର ନିର୍ମାଣାଧୀନ ଟନେଲରେ ବଡ଼ ଅଘଟଣ ଘଟିଛି। ଟନେଲ୍ ଭିତରକୁ ହଠାତ୍ ପାଣି ଓ ମାଟି-ପଥର ପଶିଯିବା ପରେ ଅନେକ […]

Read More Text.