ଆନନ୍ଦ ଉଲ୍ଲାସ ସହିତ ପାଳିତ ହେଲା ଉପଖଣ୍ଡସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ
ବନ୍ଦେ ମାତରମ* ରାଷ୍ଟ୍ରୀୟ ଗୀତ ଗାନରୁ ଆରମ୍ଭ ହେଲା ଆନୁଷ୍ଠାନିକ ଉତ୍ସବ କାର୍ଯ୍ୟକ୍ରମ ବାରିପଦା : ବାମନଘାଟୀ ସଦରମହକୁମା ରାଇରଙ୍ଗପୁର ଠାରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି. ଏହି ପବିତ୍ର ଦିବସ ପାଳନ ଅବସରରେ ସକାଳ ଘ.୦୯-୧୫ ମିନିଟ ସମୟ ରେ ସ୍ଥାନୀୟ ଷ୍ଟାଡିୟମ ପଡିଆ ଠାରେ ଆୟୋଜିତ ଉପଖଣ୍ଡ ସ୍ତରୀୟ ଆନୁଷ୍ଠାନିକ ଉତ୍ସବରେ ରାଇରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅଜିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ […]
Read More Text.