IMG 20260817 WA0235

ଦୁନ୍ଦୁ ସାହିରେ କାନ୍ଥ ଭୁଶୁଡି ଗୋଟିଏ ପରିବାରର ୪ ସଦସ୍ୟ ଆହତ

ବାରିପଦା : ମୟୂରଭଞ୍ଜ  ଜିଲ୍ଲାରେ   ଲଗାଣ  ବର୍ଷା ଯୋଗୁଁ ସହର ଗ୍ରାମାଞ୍ଚଳରେ ନାହିଁ ନଥିବା କ୍ଷତି ଘଟିଛି ।ବହୁ ଧନ ଜୀବନ,ଘର ଦ୍ବାର ,ରାସ୍ତାଘାଟ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ବିଶେଷକରି ଲଗାଣ ବର୍ଷାରେ  କୁସୁମି ବ୍ଳକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି l  କୁସୁମି ବ୍ଳକର ଯୋରନ୍ଦା ପଞ୍ଚାୟତର ଦାନ୍ଦୁ ଆଦିବାସୀ ସାହିରେ  ଜନୈକ ପରିବାର ରାତିରେ ଖାଇ ପିଇ ଶୋଇଥିବାବେଳେ ମଧ୍ୟରାତ୍ରରେ କଚାକାନ୍ଥ ଭୁଷୁଡି ସେମାନଙ୍କ ଉପରେ ପଡିଥିବାବେଳେ ପରିବାରର ୪ […]

Read More Text.
IMG 20260817 WA0204

ମୟୂରଭଞ୍ଜରେ ବନ୍ୟା ପରିଚାଳନାର ଉଚ୍ଚସ୍ତରୀୟ ସମୀକ୍ଷା

କଚ୍ଚା ଘରକୁ ପକ୍କା ଘରରେ ରୂପାନ୍ତରଣ ଓ ବନ୍ୟା ପରବର୍ତ୍ତୀ ବ୍ୟବସ୍ଥା ସୁଦୃଢ଼ କରିବାକୁ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶ ବାରିପଦା : ନିକଟରେ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି, କ୍ଷୟକ୍ଷତି, ଉଦ୍ଧାର, ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟର ସ୍ଥିତି ସମୀକ୍ଷା କରାଯାଇଛି। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ […]

Read More Text.
Screenshot 2026 08 17

ISI-ସମର୍ଥିତ ଶାହଜାଦ୍ ଭଟ୍ଟି ନେଟୱାର୍କର ୨୦୦ରୁ ଅଧିକ ସଦସ୍ୟ ଗିରଫ: ଅମିତ ଶାହ

ନୂଆଦିଲ୍ଲୀ:ସ୍ୱାଧୀନତା ଦିବସ ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ISI-ସମର୍ଥିତ’ଶାହଜାଦ୍ ଭଟ୍ଟି ନେଟୱାର୍କ’ବିରୁଦ୍ଧରେ ଏକ ବଡ଼ ଧରଣର ଅଭିଯାନ ଚଳାଇଛନ୍ତି। ୧୪ଟି ରାଜ୍ୟରେ କରାଯାଇଥିବା ଏହି ଅଭିଯାନରେ ଶାହଜାଦ୍ ଭଟ୍ଟି ନେଟୱାର୍କ ସହ ଜଡ଼ିତ ୨୦୦ରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଏବଂ ଆତଙ୍କବାଦୀ ଆକ୍ରମଣର ଯୋଜନାକୁ ପଣ୍ଡ କରାଯାଇଥିଲା। ସୁରକ୍ଷା ସଂସ୍ଥାଗୁଡ଼ିକ ୧୪ଟି ରାଜ୍ୟର ବିଭିନ୍ନ ସ୍ଥାନରେ ଏକକାଳୀନ ଅଭିଯାନ ଚଳାଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ […]

Read More Text.
9u0bqqtg bengal hotel fire 625x300 17 August

ତାରାପୀଠରେ ଅଗ୍ନିକାଣ୍ଡ, ଜଳିଗଲେ ୭ ତୀର୍ଥଯାତ୍ରୀ, ୧୧ ଆହତ

କୋଲକାତା: ପଶ୍ଚିମବଙ୍ଗର ତାରାପୀଠରେ ଏକ ହୋଟେଲରେ ଅଗ୍ନିକାଣ୍ଡ ଯୋଗୁ ସାତ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ପ୍ରାୟ ୧୧ ଜଣ ଆହତ ମଧ୍ୟ ହୋଇଛନ୍ତି। ପୋଲିସ ଅନୁଯାୟୀ, ସୋମବାର ପ୍ରତ୍ୟୁଷରେ ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିବା ଫଳରେ ସାତ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଗୁରୁତର ଆହତ ହୋଇଛନ୍ତି। ସକାଳ ସମୟରେ ଅଧିକାଂଶ ଅତିଥି ଶୋଇଥିବା ସମୟରେ ତାରାପୀଠର ଚାରି ମହଲା ବିଶିଷ୍ଟ ହୋଟେଲର ତଳ ମହଲାରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ […]

Read More Text.
Detail img 6a827858454f8Ashok Dham Stampede 750x430

ଶ୍ରାବଣ ସୋମବାରରେ ଅଶୋକ ଧାମରେ ଦଳାଚକଟା: ୭ ଶ୍ରଦ୍ଧାଳୁ ମୃତ, ଅନେକ ଆହତ

ନୂଆଦିଲ୍ଲୀ: ବିହାର ଲଖିସରାଇରେ ଦଳାଚକଟା, ୭ ଜଣଙ୍କ ମୃତ୍ୟୁ । ଶ୍ରବଣ ସୋମବାରରେ ଅଶୋକଧାମ ମନ୍ଦିରେ ଅଘଟଣ। ଅନେକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି।  ବିହାରର ଲଖିସରାଇ ଜିଲ୍ଲାର ପ୍ରସିଦ୍ଧ ଅଶୋକଧାମ ମନ୍ଦିରରେ ସୋମବାର ସକାଳେ ବଡ଼ ଅଘଟଣ ଘଟିଛି। ମନ୍ଦିର ପରିସରରେ ଦଳାଚକଟା ଭଳି ସ୍ଥିତି ସୃଷ୍ଟି ହେବାରୁ ଅତିକମରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଲଖିସରାଇ SDPO ଶିବମ କୁମାର ୭ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ଶ୍ରାବଣ ସୋମବାର […]

Read More Text.
Odisha Deputy CM Pravati Parida

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା ; ବାଦ୍‌ ପଡ଼ିଥିବା ହିତାଧିକାରୀ ଏକା ସଙ୍ଗେ ପାଇବେ ୫ଟି କିସ୍ତି

ଭୁୁବନେଶ୍ୱର : ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା। ୨୮ ତାରିଖ ସୁଦ୍ଧା ଯେଉଁ ମାନେ ଆବେଦନ କରିଥିବେ ସମସ୍ତଙ୍କୁ ମିଳିବ ସୁଭଦ୍ରା ଟଙ୍କା ଏନେଇ ସୋମବାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି। କୋଟିଏରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା ଟଙ୍କା। ରାକ୍ଷୀରେ ନୟାଗଡ଼ରେ ଟଙ୍କା ମିଳିବା ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ଏକ କୋଟିରୁ ଅଧିକ ମହିଳା ପଞ୍ଚମ କିସ୍ତି ପାଇବେ। ଅଗଷ୍ଟ ୨୮ ରକ୍ଷା ବନ୍ଧନ ଦିନ […]

Read More Text.
Train line

ବାରିପଦାରେ ଟ୍ରାକ୍ ଧସିବାରୁ ଏକାଧିକ ଟ୍ରେନ୍ ବାତିଲ

ବାରିପଦା: ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ସ୍ୱାଭାବିକ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଲଗାଣ ବର୍ଷା କାରଣରୁ ସୋମବାର ଦିନ ବାରିପଦା ଷ୍ଟେସନ୍ ମାର୍କେଟ୍ ଅଞ୍ଚଳରେ ଥିବା ସୁଙ୍ଗାଡିଆ ନିକଟରେ ରେଳଧାରଣା ଧସିଯିବା ଫଳରେ ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳ ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସୁଙ୍ଗାଡିଆ ନିକଟରେ ପ୍ରାୟ ୫୦ ମିଟର ଲମ୍ବର ରେଳ ଟ୍ରାକ୍ ତଳୁ ମାଟି ଅତଡ଼ା […]

Read More Text.

ହୀରାକୁଦରେ ବଢୁଛି ବନ୍ୟାଜଳ ପରିମାଣ, ଖୋଲିଲା ଆଉ ୫ଟି ଗେଟ୍‌

ବୁର୍ଲା : ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ସୋମବାର ସକାଳେ ପୁଣି ୫ଟି ଗେଟ୍‌ ଖୋଲାଯାଛି। ଫଳରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମ ପାର୍ଶ୍ୱର ୫ ଓ ଦକ୍ଷିଣ ପାର୍ଶର ୨ଟି ମିଶି ମୋଟ୍‌ ୭ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ଅତିରିକ୍ତ […]

Read More Text.
IMG 20260816 WA0063

ଏଆଇଟିୟୁସି ମୟୁରଭଞ୍ଜ ଜିଲ୍ଲା ସମ୍ମିଳନୀ

 ବ୍ୟାପକ ଶ୍ରମିକ ଆନ୍ଦୋଲନ ପାଇଁ ଆହ୍ୱାନ ବାରିପଦା :.ଅଖିଳ ଭାରତ ଟ୍ରେଡ୍ ୟୁନିଅନ,କଂଗ୍ରେସ (ଏଆଇଟିୟୁସି)ର ମୟୂରଭଞ୍ଜ ଜିଲ୍ଲା ସମ୍ମିଳନୀ ପାଲବଣି କମ୍ୟୁନିଟି ହଲ୍ ଠାରେ ପତାକା ଉତ୍ତୋଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି। ସାଥୀ କାହ୍ନୁଚରଣ ବେହେରା, ହୃଷୀକେଶ ସାହୁ ଓ ସୁଷମା ବାରିକଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସଭା ପରିଚାଳନା କରିଥିଲେ। ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ସାଥୀ ବିଜୟ ଜେନା ସମ୍ମିଳନୀକୁ ଉଦଘାଟନ କରି କହିଥିଲେ,୧୯୨୦ ମସିହାରୁ ପ୍ରତିଷ୍ଠିତ ଏଆଇଟିୟୁସି ବିଗତ ଦିନମାନଙ୍କରୁ ଆଜି […]

Read More Text.
IMG 20260816 WA0007

ପ୍ରତିଶ୍ରୁତି ପ୍ରତିଷ୍ଠାନ ପକ୍ଷରୁ ଜିଲ୍ଲାସ୍ତରୀୟ ବହୁଭାଷୀ କବି ସମ୍ମିଳନୀ, ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ

ବାରିପଦା: ଦୀର୍ଘ ୪୪ ବର୍ଷ ଧରି ଭାଷା, ସାହିତ୍ୟ , ସଂସ୍କୃତି , କଳା ଓ ଆଧ୍ୟାତ୍ମିକ ଚେତନାର ବିକାଶ ପାଇଁ କାର୍ଯ୍ୟ କରୁଥିବା ପ୍ରତିଶ୍ରୁତି ପ୍ରତିଷ୍ଠାନ ତରଫରୁ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଏକ ବହୁଭାଷୀ କବି ସମ୍ମିଳନୀ, ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ(ସଦ୍‌ଭାବନା ସଭା ଗୃହ) ଠାରେ ପ୍ରତିଷ୍ଠାନର ସ୍ଥାୟୀ ସଭାପତି ଡା. ପାର୍ଥ ସାରଥୀ ଜେନାଙ୍କ ପୌରହିତ୍ୟରେ ଏକ ଆଡମ୍ବରପୂର୍ଣ୍ଣ ପରିବୋରେ ଅନୁଷ୍ଠିତ ହୋଇଯାଇଛି […]

Read More Text.