Binayatosh mishra 2026 08 14 19 12

ବିନୟତୋଷ ମିଶ୍ରଙ୍କୁ ଓଡ଼ିଶା ପୁଲିସର ଅତିରିକ୍ତ ଡିଜିପି ଦାୟିତ୍ୱ

ଭୁବନେଶ୍ୱର: ଓଡିଶା ପୋଲିସକୁ ମିଳିଲା ନୂଆ ଡିଜିପି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ଓଡ଼ିଶା ପୁଲିସର ଅତିରିକ୍ତ ଡିଜିପି ଦାୟିତ୍ୱ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଶ୍ରୀ ମିଶ୍ର ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି। ୧୯୯୩ ବ୍ୟାଚ୍ IPS ବିନୟତୋଷ ମିଶ୍ରଙ୍କୁ ଏହି ଗୁରୁତ୍ୱପୂର୍ଣ ଦାୟିତ୍ବ ଓଡିଶା ସରକାରଙ୍କ ପକ୍ଷରୁ ଦିଆଯାଇଛି। ଆସନ୍ତା ୧୬ ତାରିଖରେ ବର୍ତ୍ତମାନର ଡିଜିପି ୱାଇ. ବି. ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଏହାପରେ ବିନୟତୋଷ ମିଶ୍ର ଡିଜିପି ଦାୟିତ୍ୱ ତୁଲାଇବେ। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ ଦାୟିତ୍ୱ ତୁଲାଉଥିବା ଶ୍ରୀ ମିଶ୍ର ଏବେ ରାଜ୍ୟ ପୁଲିସ ମୁଖ୍ୟ […]

Read More Text.
Medal

ଓଡ଼ିଶାର ୧୭ ଜଣଙ୍କୁ ମିଳିବ ପୋଲିସ ସେବା ପୁରସ୍କାର

ଭୁବନେଶ୍ୱର : ବିଶିଷ୍ଟ ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା । ଓଡ଼ିଶାର ମୋଟ୍ ୧୭ ଜଣଙ୍କୁ ମିଳିବ ପୋଲିସ ସେବା ପୁରସ୍କାର । ୫ ଜଣଙ୍କୁ ସାହସିକତା, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ । ୧୦ ଜଣଙ୍କୁ ମିଳିବ ପ୍ରଶଂସନୀୟ ସେବା ପଦକ । ADG ସଞ୍ଜୀବ ପଣ୍ଡା ଓ DSP ସ୍ମିତାରାଣୀ ମହାନ୍ତିଙ୍କୁ ମିଳିବ ରାଷ୍ଟ୍ରପତି ପଦକ । ସବ୍ ଇନ୍ସପେକ୍ଟର ମନ୍ମଥ ମହାପାତ୍ରଙ୍କୁ ସାହସିକତା ପଦକ ମିଳିବ । ସେହିପରି ହାବିଲଦାର ନିରାକାର ଭୁଏଙ୍କୁ […]

Read More Text.
Image

ହସ୍ପିଟାଲ ଛାତରୁ ଡେଇଁ ପ୍ରାଣ ହରାଇଲେ ରୋଗୀ

ରାଉରକେଲା: ସହରର ଘରୋଇ ହସ୍ପିଟାଲରେ ଘଟିଛି ବଡ଼ ଅଘଟଣ। ୪ ମହଲାରୁ ଜଣେ ରୋଗୀ ଡେଇଁ ପ୍ରାଣ ହରାଇଛନ୍ତି। ମୄତକ ବାଇକ ଦୁର୍ଘଟଣାରେ ଚିକିତ୍ସିତ ହେଉଥିଲେ। ଉକ୍ତ ବ୍ୟକ୍ତି କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାହାର କାରଣ ଅସ୍ପଷ୍ଟ ରହିଛି। ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରର ଏକ ଘରୋଇ ହସ୍ପିଟାଲର ଚତୁର୍ଥ ମହଲାରୁ ଖସିପଡ଼ି ଜଣେ ବାଇକ୍ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କର ମୃତ୍ୟୁ ଘଟିଛି। ଏକ ବାଇକ୍ ଦୁର୍ଘଟଣାରେ ଆହତ ହୋଇ ସେଠାରେ ଚିକିତ୍ସିତ […]

Read More Text.
IMG 20260813 WA0263

ରାଇରଙ୍ଗପୁର ପୌରାଞ୍ଚଳ ୨ ନମ୍ବର ଓ୍ଵାର୍ଡ ଵାଇଦାପୋଷି ଗ୍ରାମରେ ୨୦  ପରିବାର ଜଳବନ୍ଦୀ

ବାରିପଦା  : ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ରାଇରଙ୍ଗପୁର ପୌରାଞ୍ଚଳର ଦୁଇ ନମ୍ବର ଓ୍ଵାର୍ଡବାସୀଙ୍କ ଅବସ୍ଥା ବେହାଲ ।  ମହାମହିମ ରାଷ୍ଠ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ପ୍ରାକ୍ତନ କଂଗ୍ରେସ ବିଧାୟକ ଶାମ ଚରଣ ହାଁସଦା ଙ୍କ ଘର ଏହି ଦୁଇ ନମ୍ବର ଓ୍ବାର୍ଡରେ ଅଵସ୍ଥିତ  । ବୁଧବାର ମଧ୍ୟ ରାତ୍ରରୁ ପ୍ରବଳ ବର୍ଷାରେ ଵାଇଦାପୋଷୀର ମାଚିସଫେକ୍ଟ୍ରି, ଜଳସେଚନା୍ ଡାକବବଙ୍ଗଳା ତଥା ଗ୍ରୀଡ୍ ଷ୍ଟେସନ ସମ୍ମୁଖରେ ଥିବା ୨୦ ରୁ ଉର୍ଦ୍ଧ୍ବ ପରିବାର ଜଳବନ୍ଦିରେ […]

Read More Text.
IMG 20260813 WA0283

ରାଜ୍ୟସ୍ତରୀୟ କବାଡି ଚମ୍ପିୟାନସିପରେ ମୟୁରଭଞ୍ଜ ଦଳ 

ବାରିପଦା : ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁଥିବା ୫୨ତମ କନିଷ୍ଠ ରାଜ୍ୟସ୍ତରୀୟ କବାଡି ଚମ୍ପିୟାନସିପରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜର ଉଭୟ ପୁରୁଷ ଓ ମହିଳା ଦଳ ଭୁବନେଶ୍ୱର ଗସ୍ତ କରିଛି I ପୁରୁଷ ଦଳରେ ଲିପୁନ ଦାସ, ଲକ୍ଷ୍ମୀଧର ବାଗ, ଗୌତମ ଗୋଛାୟତ, ଓମ ପଣ୍ଡିତ, ସୋନେଶ୍ୱର ଦଳେଇ, ସୁପ୍ରଭାତ ସେନାପତି, ବିଶ୍ୱଜିତ କୁଁଅର, ସତ୍ୟମ ଗିରି, ରିତେଶ ମୁଖି, ନିରାକର  ପରିଡା, ସାଇ ପ୍ରତୀକ ଭଞ୍ଜଦେଓ, ସିମନ ମୁର୍ମୁ ଓ ମହିଳା ଦଳରେ ନ. ଦେବକୀ […]

Read More Text.
13bbs 135 13082026 112 2026 08 13 20 53

ଚମୋଲିରେ ଭୁଶୁଡ଼ିଲା ସୁଡ଼ଙ୍ଗ : ୧୩ ଶ୍ରମିକ ଉଦ୍ଧାର, ଫସିରହିଛନ୍ତି ୨୦

ଚମୋଲି: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ପିପଲକୋଟିସ୍ଥିତ ଟେହରି ହାଇଡ୍ରୋ ଡେଭଲପମେଣ୍ଟ କର୍ପୋରେସନ୍‌ ଲିମିଟେଡ୍‌ (ଟିଏଚ୍‌ଡିସି) ପ୍ରକଳ୍ପରେ ନିର୍ମାଣାଧୀନ ସୁଡ଼ଙ୍ଗର ଏକ ଅଂଶ ଗୁରୁବାର ଭୁଶୁଡ଼ି ପଡ଼ିଛି। ସୁଡ଼ଙ୍ଗ ଭିତରକୁ ମାଟି ଓ ପାଣି ପଶିଯିବାରୁ ସେଠାରେ କାମ କରୁଥିବା ଅନେକ ଶ୍ରମିକ ଫସିଯାଇଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ଘଟଣା ସମୟରେ ସୁଡ଼ଙ୍ଗ ଭିତରେ ପ୍ରାୟ ୨୦ରୁ ୨୫ ଜଣ ଶ୍ରମିକ ଥିଲେ। ତେବେ ପ୍ରକୃତରେ କେତେ ଜଣ ଫସିଛନ୍ତି, ତାହା ଏଯାଏ ସରକାରୀ ଭାବେ ସ୍ପଷ୍ଟ ହୋଇନାହିଁ। […]

Read More Text.
Chatgpt image 2026 08 13 16 51

ଏୟାର ଇଣ୍ଡିଆର ବଡ଼ ପଦକ୍ଷେପ; ସମସ୍ତ ପାଇଲଟଙ୍କ ହେବ ଡୋପ୍‌ ଟେଷ୍ଟ

ନୂଆଦିଲ୍ଲୀ: ଫୁକେଟ୍‌-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର କ୍ୟାପ୍ଟେନଙ୍କ ଡୋପ୍‌ ଟେଷ୍ଟ ପଜିଟିଭ୍‌ ଆସିବା ପରେ ଏୟାର ଇଣ୍ଡିଆ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଏଣିକି ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ସମସ୍ତ ପାଇଲଟଙ୍କର ବାଧ୍ୟତାମୂଳକ ଡୋପ୍‌ ଟେଷ୍ଟ କରାଯିବ। ଏନେଇ କମ୍ପାନୀ ପକ୍ଷରୁ ଆଜି ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ୧୩ ଅଗଷ୍ଟରୁ ହିଁ ସ୍କ୍ରିନିଂ ଆରମ୍ଭ ହୋଇଛି।ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଡିଜିସିଏ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ନିୟାମକ ନିୟମକୁ କମ୍ପାନୀ […]

Read More Text.
Parliament 1785424370879 750x430

ବନ୍ଦେ ମାତରମ ଗାନ ସହ ସରିଲା ଲୋକସଭାର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: NEET ପରୀକ୍ଷା ବିରୋଧରେ ପ୍ରତିବାଦ କରୁଥିବା ଛାତ୍ରମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସଂସଦରେ ଜାରି ଅଚଳାବସ୍ଥା ମଧ୍ୟରେ ଗୁରୁବାର ଦିନ ମୌସୁମୀ ଅଧିବେଶନର ଶେଷ ଦିନ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ଅଧିବେଶନଟି ବନ୍ଦେ ମାତରମ୍ ଗାନ ସହିତ ଆରମ୍ଭ ହୋଇଥିଲା ଏବଂ ତା’ପରେ ବାଚସ୍ପତି ଓମ୍ ବିର୍ଲା ମୁଲତବୀ ଘୋଷଣା କରିଥିଲେ। ଦିନର ଆରମ୍ଭରେ ବାଚସ୍ପତି ଓମ୍ ବିର୍ଲା ସଦସ୍ୟମାନଙ୍କୁ ଜାତୀୟ ଗୀତ, ବନ୍ଦେ ମାତରମ୍ ପ୍ରତି ସମ୍ମାନ ଜଣାଇ […]

Read More Text.
1ac080bf 6b0b 474f 9ee9 66c1db665423 2026 08 13 14 50

ଲଗାଣ ବର୍ଷାରେ ଧୋଇଗଲା ପୋଲ, ରାସଗୋବିନ୍ଦପୁର- ଅମର୍ଦ୍ଦାକୁ ଯୋଗାଯୋଗ ବିଚ୍ଛିନ୍ନ

ମୋରଡା: ଲଘୁଚାପ ଜନିତ ଲଗାଣ ବର୍ଷା ଗତକାଲି ରାତିଠାରୁ ଜାରି ରହିଛି । ଫଳରେ ମୋରଡା ବ୍ଲକର ବାରିପଦା – ଜଳେଶ୍ୱର ମୁଖ୍ୟ ରାସ୍ତାର ଚିତ୍ରଡା ବନ୍ଧ ଉପରେ ୩ ଫୁଟ ଉପରେ ଜଳ ପ୍ରବାହିତ ଯୋଗୁଁ ଯାତାୟାତ ଠପ୍ ହୋଇଯାଇଛି । ସେହିପରି ବାରମାଇଲ – ବାଘଡା ମୁଖ୍ୟର ମୋହନପୁର ବନ୍ଧ ଉପରେ ୪ ଫୁଟ ଉପରେ ଜଳ ପ୍ରବାହିତ ଯୋଗୁଁ ଯାତାୟାତ ଠପ୍ ହୋଇଯାଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ କୋଷ୍ଠା ଦେଉଳି […]

Read More Text.
Dam

ଖୋଲିଲା କାଳ ଡ୍ୟାମ୍‌ର ୨ ଗେଟ୍, ବିପଦ ସଙ୍କେତ ଉପରେ ଜଳକା

ଜଳେଶ୍ୱର : ଉଦଳାରେ ଖୋଲିଲା ଦୁଇ ଗେଟ, ବଢିଲା ବିପଦ । ଉପର ମୁଣ୍ଡରେ ଲଗାଣ ବର୍ଷା ପାଇଁ ଏବେ ତଳିଆ ଅଞ୍ଚଳ ପାଇଁ ବଢିଲା ବିପଦ । ଖୋଲିଲା କାଳ ଡ୍ୟାମର ଦୁଇଟି ଗେଟ । କାଳ ଡ୍ୟାମର ଜଳ ଧାରଣ କ୍ଷମତା ୭୭.୭ ମିଟର ଥିବା ବେଳେ ଲଗାଣ ବର୍ଷା କାରଣରୁ ଡ୍ୟାମର ଜଳସ୍ତର ବିପଦ ସଂକେତ ଛୁଇଁଲା । ଉଭୟ ଗେଟ ଦେଢ଼ ମିଟର ଲେଖାଏଁ ଖୋଲା ଯାଇଥିବା ବେଳେ ଏବେ ଡ୍ୟାମ ଭିତରକୁ […]

Read More Text.