ବିଦ୍ୟୁତ୍ ଆଘାତରେ ଦୁଇ ଯୁବ ଚାଷୀ ମୃତ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ଥାନା ବେନୁଖଣ୍ଡା ଗ୍ରାମରେ ଅଘଟଣ । ବିଲରେ କାମ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ଦୁଇ ଯୁବକଙ୍କ ମୃତ୍ୟୁ । ମୃତକ ଦୁଇଜଣ ହେଲେ ଅଜୟ କୁମାର ସାହୁ ଓ ସାଗର ଭୋଇ। ସୂଚନା ଅନୁସାରେ, ବିଲରେ ଟ୍ରାକ୍ଟର ଯୋଗେ ହଳ କରି ଫେରୁଥିବା ସମୟରେ ଟ୍ରାକ୍ଟରର ରୋଟର ମାଟି ତଳେ ଲିପ୍ଟ ଇରିଗେଶନ ପମ୍ପକୁ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ଦୁଇ ଯୁବକ ବିଦ୍ୟୁତ୍ ଆଘାତରେ ଘଟଣାସ୍ଥଳରେ […]
Read More Text.