Assembly meeting

ସେପ୍ଟେମ୍ବର ୨୨ରୁ ବିଧାନସଭା ଅଧିବେଶନ, ରହିବ ୯ କାର୍ଯ୍ୟ ଦିବସ

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨୨ତାରିଖରୁ ଆରମ୍ଭ ହେବ ସପ୍ତଦଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନ । ବିଧାନସଭା ସଚିବାଳୟ ପକ୍ଷରୁ ଜାରି ଅଧିବେଶନର ଚିଠା କାର୍ଯ୍ୟସୂଚୀରୁ ଏନେଇ ସୂଚନା ମିଳିଛି । ମୌସୁମୀ ଅଧିବେଶନରେ ରହିବ ୯ କାର୍ଯ୍ୟଦିବସ । ଚିଠା କାର୍ଯ୍ୟସୂଚୀ ଅନୁସାରେ ସେପ୍ଟେମ୍ବର ୨୨, ୨୩ ଓ ୨୪ ତାରିଖ ଲଗାତାର ତିନି ଦିନ ବିଧାନସଭାରେ ସରକାରୀ କାର୍ଯ୍ୟ ରହିବ । ଆସନ୍ତା ୨୫ ବେସରକାରୀ କାର୍ଯ୍ୟ ଦିବସ ପାଇଁ ଧାର୍ଯ୍ୟ କରାଯାଇଛି […]

Read More Text.
Crocodile

ଡଙ୍ଗାରେ ଚଢ଼ିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

ଆଳି : ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗଙ୍ଗାଧର ପ୍ରସାଦ ଡ଼ିଆ ଗାଁ ଖରସ୍ରୋତା ନଦୀକୂଳରେ ଅଘଟଣ ଘଟିଛି । ନିଖୋଜ ବୃଦ୍ଧ ହେଲେ ୬୦ ବର୍ଷିୟ ପାରେଶ୍ବର ବେହେରା । ନଦୀ ପାର ହେବାକୁ ଘାଟରେ ଡଙ୍ଗା ପାଇଁ ଠିଆ ହୋଇଥିବାବେଳେ କୁମ୍ଭୀର ଟାଣିନେଇଥିଲା । ସୂଚନା ଅନୁସାରେ, ଗଙ୍ଗାଧର ପ୍ରସାଦ ଡିଆ ଗାଁରୁ ଡଙ୍ଗାରେ ନଦୀ ପାର ହୋଇ ଆୟତ ବଜାର ଯିବା ପାଇଁ ପରେଶ୍ୱର ଡଙ୍ଗା ନିକଟକୁ ଯାଉଥିଲେ । […]

Read More Text.
ARRREST v

ସରକାରୀ ଚାକିରି କରାଇଦେବା ଆଳରେ ଦେଢ଼ କୋଟି ଟଙ୍କା ଠକେଇ, ଦମ୍ପତିଙ୍କ ସହ ୫ ଗିରଫ

ବ୍ରହ୍ମପୁର : ସରକାରୀ ଚାକିରି କରାଇଦେବା କହି ଦେଢ଼ କୋଟି ଟଙ୍କା ଠକେଇ । ସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କ ଠାରୁ ଦେଢ଼ କୋଟି ଟଙ୍କା ଲୁଟ ।  ଅଭିଯୋଗ ପାଇବା ପରେ ବ୍ରହ୍ମପୁର ବୈଦ୍ୟନାଥ ଥାନା ପୋଲିସ ଜଗଦୀଶ ବେହେରା ଓ ତାଙ୍କର ୪ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ବିଭିନ୍ନ ସରକାରୀ ବିଭାଗରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେବା ପରେ ସେଥିରେ ବିଶ୍ୱାସ କରି ମନୋରଞ୍ଜନ ମହାନ୍ତି ନାମକ […]

Read More Text.
Snakebite1 750x430

ସର୍ପାଘାତରେ ଏକା ଦିନେ ଗଲା ୬ ଜୀବନ

ଭୁବନେଶ୍ୱର: ବର୍ଷା ଦିନେ ସାପ ଆତଙ୍କ। ଘାତକ ହେଉଛି ସର୍ପାଘାତ। ଦିନକରେ ରାଜ୍ୟରେ ସାପ କାମୁଡାରେ ୬ ଜଣଙ୍କର ଗଲା ଜୀବନ। ସୁନ୍ଦରଗଡ଼ରେ ୨ଟି ପରିବାରର ୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଜଳେଶ୍ୱର ଏବଂ ଚାନ୍ଦବାଲିରେ ମଧ୍ୟ ସର୍ପାଘାତରେ ୨ ନାବାଳିକାଙ୍କର ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ ଲାଠିକଟା ଥାନା ଅନ୍ତର୍ଗତ ହାତୀଓଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଛି । ସାପ କାମୁଡିବା ପରେ ଭାଇ-ଭଉଣୀ ଦୁଇ ଜଣ ଅଚେତ ହୋଇ ପଡିଥିଲେ । ପରିବାର ଲୋକ […]

Read More Text.
Accident

ଦୁର୍ଘଟଣାରେ ଯୁବକ ମୃତ 

ବାରିପଦା : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଗୋରୁମହିଷାଣୀ ଥାନା ଅଞ୍ଚଳର ଵିଜାତଳା ବ୍ଳକର ସାନବାଣ୍ଠା ଗ୍ରାମର ଅଲେଖ ଚନ୍ଦ୍ର  ଧଳ ଘରର କୌଣସି କାମ ପାଇଁ  ସାଇକେଲ ଯାଉଥିବାବେଳେ ରାସ୍ତାରେ ସାଇକେଲ ରୁ ଖସିଦୁର୍ଘଟଣାଗ୍ରସ୍ତ ହୋଇଥିଲେ ।ଘଟଣାଟି ରବିବାର ସକାଳେ ଘଟିଥିଲା ।ପରେ ପରିବାର ଲୋକେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ । ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଅଛି  ।ଆଜି ଗୋରୁମହିଷାଣି ପୋଲିସ ପକ୍ଷରୁ […]

Read More Text.
IMG 20260824 WA0267 (1)

ମାଦଳ ମହୁରୀ ଉତ୍ସବ ଉପରେ ଆଲୋଚନା ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ 

ବାରିପଦା : ଦୁର୍ଯ୍ୟ – ସରସ୍ବତୀ ସାଂସ୍କୃତିକ ପରିଷଦ ଓ ସୌଖିନ କଳାକାର ଆନୁକୂଲ୍ୟରେ ଚଳିତ ବର୍ଷ ୩ଦିନିଆ ମାଦଳ ମହୁରୀ ଉତ୍ସବ ଅନୁଷ୍ଠିତ ହୋଇଥିଲା I ଉକ୍ତ ଉତ୍ସବରେ ଉତ୍ସବର ମୁଖ୍ୟ ଆୟୋଜକ କ୍ଷୀରୋଦ ବିହାରୀ ସିଟଙ୍କ ରଚିତ ୫ଟି ନାଟକ ମଞ୍ଚସ୍ଥ ହୋଇଥିଲା I ସମସ୍ତ ନାଟକର ନିର୍ଦ୍ଦେଶକ, କଳାକାର ସଂଗୀତ ନିର୍ଦ୍ଦେଶକ ଓ ଅନ୍ୟ ସମସ୍ତଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା I ଗତ ସନ୍ଧ୍ୟାରେ ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ସମସ୍ତ […]

Read More Text.
IMG 20260824 WA0269

ବିଶିଷ୍ଟ ସର୍ବଦୟ ନେତା ପ୍ରଶାନ୍ତ ମହାନ୍ତିଙ୍କ ୮୬ ତମ ଜୟନ୍ତୀ ପାଳିତ 

ବାରିପଦା : ବିଶିଷ୍ଟ ସର୍ବୋଦୟ ନେତା ସ୍ୱର୍ଗତଃ ପ୍ରଶାନ୍ତ ମହାନ୍ତିଙ୍କ 86 ତମ ଜୟନ୍ତୀ ଉତ୍ସବ ଓଡ଼ିଆ ଜାଗରଣ ମଞ୍ଚ, ମୟୁରଭଞ୍ଜ କଲେଜ ଅଫ ଏକାଉଟେନସି ଏଣ୍ଡ ମେନେଜ ମେଣ୍ଟ ଏବଂ ବିନୋବା ସ୍ମାରକ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ମହାରାଜପୁର ସ୍ଥିତ ଏମସିଏଏମ କଲେଜ ପରିସରରେ ପାଳିତ ହୋଇ ଯାଇଛି| ସାମ୍ବାଦିକ ଦୀପକ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଓଡ଼ିଆ ଜାଗରଣ ମଞ୍ଚର ପ୍ରତିଷ୍ଠାତା ସମ୍ପାଦକ ତଥା ପ୍ରଶାନ୍ତ ମହାନ୍ତିଙ୍କ ସହକର୍ମୀ ଶରତ […]

Read More Text.

୩୧ରେ ସରଗଡା ଜି ପିରେ ହେବ ଯୁଗ୍ମ ଜନ ଶୁଣାଣି ଶିବିର

ବାରିପଦା: ଜିଲ୍ଲା କାର୍ଯ୍ୟାଳୟର ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ଅଗଷ୍ଟ ମାସ ପଞ୍ଚମ ସୋମବାର ତା ୩୧-୦୮-୨୦୨୬ ରିଖ ବାମନଘାଟୀ ଉପଖଣ୍ଡସ୍ଥ ବିଜାତଳା ବ୍ଲକର ସରଗଡା ପଂଚାୟତ ସମିତି କାର୍ଯ୍ୟାଳୟ ପରିସର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ| କାର୍ଯ୍ୟ ସୂଚୀ ଅନୁଯାୟୀ ଉକ୍ତ ଜନ ଶୁଣାଣି ଶିବିର ପୂର୍ବାହ୍ନ ୧୦ ଘଟିକା ସମୟରେ ଆରମ୍ଭ ହୋଇ ଜନସାଧାରଣଙ୍କ ଆପତ୍ତି /ଅଭିଯୋଗ ଗୁଡିକର ଶୁଣାଣି କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେବାକୁ […]

Read More Text.
IMG 20260824 WA0273

ମୟୂରଭଞ୍ଜ ଜିଲ୍ଲାରେ ‘ ଉଲ୍ଲାସ-୨୬ ’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବାରିପଦା :  ମୟୂରଭଞ୍ଜ ଜିଲ୍ଲାରେ ‘ଉଲ୍ଲାସ-୨୬’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷା ଅଧିକାରୀ, ମୟୂରଭଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣରେ ଜିଲ୍ଲାର ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଓ କମ୍ପ୍ୟୁଟର ପ୍ରୋଗ୍ରାମର ମାନ ଙ୍କୁ ନେଇ ମୋଟ ୬୫ ଜଣ ଅଂଶଗ୍ରହଣକାରୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଡି.ଆଇ.ଇ.ଟିର ଅଧ୍ୟକ୍ଷ ଅତିଥି ଭାବେ ଯୋଗଦେଇ ଅଂଶଗ୍ରହଣକାରୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ।  ବିନୋଦ ସିଂ, ଏ .ଡି. ଇ. ଓ ଏକାଡେମିକ୍ସ,  ଅନୁଜା ମାଧୁରୀ ଦାସ , ବିଇଓ, […]

Read More Text.
Puri murder

ମାଆକୁ ମାରି ଘରେ ପ୍ଲାଷ୍ଟର କରିଦେଲା ପୁଅ !

ପୁରୀ : ମାଆକୁ ମାରି ଘରେ ପ୍ଲାଷ୍ଟର କରିଦେଲା ପୁଅ  । ପୁରୀ କୁମ୍ଭାରପଡ଼ାରେ ହଇଚଇ । ଭଡ଼ାଘରର ରୋଷେଇ ଘରର ସ୍ଲାବ ତଳେ ଶବ ପୋତି ଦେଇଥିବା ସନ୍ଦେହ କରିଛନ୍ତି ଘର ମାଲିକ । ଘର ମାଲିକ ମନୋରମା ସାହୁଙ୍କ ସୂଚନା ଅନୁଯାୟୀ ଦୁଇ ମାସ ତଳେ  ଜଣେ ମାଆ ଏବଂ ପୁଅ ଆସି ତାଙ୍କ ଘରେ ଆସି ଭଡ଼ା ରହିଥିଲେ । ଗତକାଲି ଠାରୁ ପୁଅ ଜଣଙ୍କ ଫେରାର ମାରିଥିବା ବେଳେ ମାଆ ଜଣଙ୍କର ପତ୍ତା […]

Read More Text.