ଝାରପଡ଼ା ଜେଲ୍ର ୭ କଏଦୀ ଅସୁସ୍ଥ, ଡିଜିଙ୍କ ନିର୍ଦେଶରେ ତଦନ୍ତ କରୁଛନ୍ତି ଦୁଇ ଡିଆଇଜି
ଭୁବନେଶ୍ବର:ଝାରପଡ଼ାସ୍ଥିତ ସ୍ୱତନ୍ତ୍ର ଜେଲ୍ ରେ ହଠାତ୍ କିଛି କଏଦୀ ଅସୁସ୍ଥ ହୋଇପଡିଛନ୍ତି । ମଙ୍ଗଳବାର ରାତିରେ ଅସୁସ୍ଥ କଏଦୀମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା ସନ୍ଦେହ । ସୂଚନାଥାଉକି, ୭ଜଣ କଏଦୀ ଗୁରୁତର ଅସୁସ୍ଥ ହୋଇପଡ଼ିଥିବାବେଳେ, ସେମାନଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ ଏମ୍ସ ଏବଂ ଜଣଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ଆଇସିୟୁରେ ଭର୍ତ୍ତି କରାଯାଇଛି। ୨ଜଣ କ୍ୟାପିଟାଲ୍ ହସ୍ପିଟାଲ ୱାର୍ଡରେ ରହିଥିବା ବେଳେ ଆଉ ୨ ଜଣ […]
Read More Text.