ରାଜଗାଳ୍ ଜାହେର ଆୟୋ ମହିଳା ସମିତି ଓ ‘ଫାଗୁନ’ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ
ବାରିପଦା : ଭୂବନେଶ୍ୱରର ଅଗ୍ରଣୀ ସାନ୍ତାଳୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ରାଜଗାଳ୍ ଜାହେର ଆୟୋ ମହିଳା ସମିତି ଏବଂ ମାସିକ ସାନ୍ତାଳୀ ଖବର କାଗଜ ‘ଫାଗୁନ’ ମିଳିତ ସହଯୋଗରେ ପଟିଆସ୍ଥିତ ଆଦର୍ଶ ବିହାରଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ରାଜଗାଳ୍ ଜାହେର ଆୟୋ ମହିଳା ସମିତିର ସଭାନେତ୍ରୀ ଶ୍ରୀମତୀ ଦେଲହ ସୋରେନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଆଦିବାସୀ ସମାଜର ଗୌରବମୟ ଇତିହାସ, ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ପ୍ରକୃତି […]
Read More Text.