ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ : ଭୂସ୍ଖଳନ ଯୋଗୁଁ ୧୧୧ଟି ରାସ୍ତା ବନ୍ଦ, ଯାତ୍ରୀଙ୍କୁ ସତର୍କ ରହିବାକୁ ଅପିଲ୍
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ହେଉଥିବା ଲଗାଣ ବର୍ଷା ଜନଜୀବନକୁ ବେଶ୍ ପ୍ରଭାବିତ କରିଛି । ପାଣିପାଗ ବିଭାଗ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଏହାକୁ ନେଇ ପ୍ରଶାସନ ପକ୍ଷରୁ ୨୯ ଜୁଲାଇରେ ଚାରଧାମ ଯାତ୍ରା ଏବଂ ହେମକୁଣ୍ଡ ସାହିବ ଯାତ୍ରାକୁ ଅସ୍ଥାୟୀ ରୂପେ ସ୍ଥଗିତ କରାଯାଇଛି । ରାଜ୍ୟର ବିଭିନ୍ନ ଭାଗରେ ଭୂସ୍ଖଳନ, କାଦୁଅ ଏବଂ ବଡ଼ ବଡ଼ ପଥର ପାହାଡରୁ ଖସିଛି । ଫଳରେ ୧୧୧ଟି ସଡ଼କ […]
Read More Text.