୮ ନକଲି CID ଅଫିସରଙ୍କୁ ବାନ୍ଧିଲା ପୁଲିସ , ଘରୋଇ ଶିକ୍ଷାନୁଷ୍ଠାନରୁ କରୁଥଲେ ଟଙ୍କା ଆଦାୟ
ଭୁବନେଶ୍ୱର : ପୋଲିସ କବଜାରେ CID ଅଫିସର । ନିଜକୁ CID ବା ସିଟି ଡିଟେକ୍ସନ ଏଜେନ୍ସିର ଅଫିସର ପରିଚୟ ଦେଇ ଅର୍ଥ ଆଦାୟ କରୁଥିବା ୮ଜଣଙ୍କୁ ବାନ୍ଧିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଗିରଫ ମାନେ ହେଲେ ପୂଜା ବେହେରା, ପ୍ରତିମା ପରିଡା, ଜେନାମଣି ପ୍ରଧାନ, ସୌଭାଗ୍ୟ ସାହୁ, ଧର୍ମେନ୍ଦ୍ର ବୋଇତାଇ, ମନୋଜ କୁମାର ମିଶ୍ର, ଅନ୍ନପୂର୍ଣ୍ଣା ପଣ୍ଡା ଓ ନିଲୁ ନାୟକ । ଗିରଫ ଅଭିଯୁକ୍ତ ମାନେ CID ଏଜେନ୍ସି ଅଧିକାରୀ ପରିଚୟ ଦେଇ ବିଭିନ୍ନ […]
Read More Text.