୫ କିମି ବାଟ ଚାଲି ଲୋକଙ୍କ ସମସ୍ୟା ବୁଝିଲେ ବିଡିଓ
ହରଭଙ୍ଗା : ଚର୍ଚ୍ଚାରେ ହରଭଙ୍ଗା ବିଡିଓ । ଗାଁ କୁ ଗାଡି ଯାଇ ପାରିଲାନି ବୋଲି ରାସ୍ତାରୁ ବଡବଡ ଢେମା ପଥର ହଟାଇ ହଟାଇ ଗଲେ ୫ କିମି ବାଟ । ଏ ହେଉଛନ୍ତି ହରଭଙ୍ଗା ବିଡିଓ ବିଜୟ କୁମାର ପ୍ରଧାନ । ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଦୁର୍ଗମ ତଥା ଉପାନ୍ତ ଅଚଂଳ ଭାବେ ଜଣା ଶୁଣା ଆଡେଣୀଗଡ ପଞ୍ଚାୟତର ବାଲେଜୁ, ସବେରି ଓ ଆଡାପାଜୁ ଗ୍ରାମଗୁଡ଼ିକୁ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିବାକୁ ବାହାରିଥିଲେ ବିଡିଓ […]
Read More Text.