‘ମଣିଷ ଦେହେ ଦିବ୍ୟଜ୍ଞାନ?’: ଭୋଗବାଦୀ ଦୁନିଆରେ ମାନବିକତାର ସନ୍ଧାନ,

 ଅନୁଷ୍ଠିତ ହେଲା ଡାକ୍ତର କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦର ଆଲୋଚନା ଚକ୍ର ଭୁବନେଶ୍ୱର, ୨୩/୦୫  : ଆଧୁନିକତାର ଚାକଚକ୍ୟ ମଧ୍ୟରେ ମଣିଷ ଆଜି ନିଜର ଆଧ୍ୟାତ୍ମିକ ସତ୍ତା ଓ ମାନବୀୟ ମୂଲ୍ୟବୋଧକୁ ପାସୋରି ଦେଇଛି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜଧାନୀ ଭୁବନେଶ୍ୱରସ୍ଥିତ ଲେଖକ ସମବାୟ ସମିତି ପରିସରରେ ‘ଡାକ୍ତର କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦ’ ପକ୍ଷରୁ ଏକ ଭାବଗମ୍ଭୀର ମାସିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଲୋଚନାର ଶୀର୍ଷକ ଥିଲା— “ମଣିଷ […]

Read More Text.

ଜୁନ ୧ରୁ ଷଷ୍ଠ ବାର୍ଷିକ ନାଟ୍ୟ ମହୋତ୍ସବ

ବାରିପଦା : ବାରିପଦା କଳାକାର ପରିବାର ଆନୁକୂଲ୍ୟରେ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆସନ୍ତା ମାସ ଜୁନ ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ୬ ଦିନଧରି ଷଷ୍ଠ ବାର୍ଷିକ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି I ୧ମ ସନ୍ଧ୍ୟାରେ ଡଃ ବସନ୍ତ କୁମାର ମହାପାତ୍ରଙ୍କ ରଚିତ ଓ ଧୀର ବଶାଙ୍କ ନିର୍ଦ୍ଦେଶିତ “ମୁଠାଏ ମାଟି”,  ୨ୟ ସନ୍ଧ୍ୟାରେ କ୍ଷୀରୋଦ ବିହାରୀ ସିଟଙ୍କ ରଚିତ ଓ ଗୁହିରାମ ଜେନାଙ୍କ ନିର୍ଦ୍ଦେଶିତ “ନିଷ୍ପତ୍ତି”, ୩ୟ ସନ୍ଧ୍ୟାରେ ଡଃ […]

Read More Text.

ଡିଭାଇନ ହାୟର ସେକେଣ୍ଡାରୀ ସ୍କୁଲର ଉଲ୍ଲେଖନୀୟ ସଫଳତା

୯୬.୩୩% ନମ୍ବର ରଖି ପ୍ରଥମସ୍ଥାନରେ ଅଛନ୍ତି ଆକାଶ ପ୍ରଧାନ ବାରିପଦା: ବାରିପଦା ସ୍ଥିତ ଡିଭାଇନ ହାୟର ସେକେଣ୍ଡାରୀ ସ୍କୁଲ ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ପରିଷଦ ଦ୍ଵାରା ପରିଚାଳିତ ହୋଇଥିବା ଯୁକ୍ତ ୨ ପରୀକ୍ଷାରେ ସମସ୍ତ ଛାତ୍ର-ଛାତ୍ରୀ ବେଶ ସଫଳତାର ସହିତ ଉତ୍ତୀର୍ଣ ହୋଇଛନ୍ତି। ପ୍ରଥମ ବ୍ୟାଚରେ ୪୨ ଜଣ ଛାତ୍ର-ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ବେଶ କୃତିତ୍ଵର ସହ ଖୁବ ଭଲ ନମ୍ବର ରଖିଛନ୍ତି ଯାହାକି ଏକ ଇତିହାସ ସୃଷ୍ଟି କରିଛି ମୟୂରଭଞ୍ଜ ଜିଲ୍ଲାରେ […]

Read More Text.

କୋଇଲା ଖଣିରେ ବିସ୍ଫୋରଣ, ୮୨ ମୃତ

ଚୀନ : ଚୀନର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ୮୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୮ ଜଣ ଶ୍ରମିକ ମାଟି ତଳେ ଫସି ରହିଥିବା ସୂଚନା ମିଳୁଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଏହି ଦୁର୍ଘଟଣା ଉତ୍ତର ଚୀନର ଶାଂସି ପ୍ରଦେଶରେ ଘଟିଛି । ସୂଚନା ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏବେ ବି […]

Read More Text.

ଦେଶବ୍ୟାପୀ ଷ୍ଟେଟ୍ ବ୍ୟାଙ୍କ କର୍ମଚାରୀଙ୍କ ୨ଦିନିଆ ଧର୍ମଘଟ ସ୍ଥଗିତ

ନୂଆଦିଲ୍ଲୀ: ଆସନ୍ତା ୨୫ ଓ ୨୬ ତାରିଖରେ ଦେଶବ୍ୟାପୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖାଗୁଡ଼ିକ ଖୋଲା ରହିବ । ସର୍ବଭାରତୀୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇଏସ୍ବିଆଇଏସ୍ଏଫ୍) ପକ୍ଷରୁ ଡାକରା ଦିଆଯାଇଥିବା ଦୁଇଦିନିଆ ଧର୍ମଘଟକୁ ସ୍ଥଗିତ ରଖାଯାଇଛି ବୋଲି ଭାରତୀୟ ଷ୍ଟେଟ୍ ପକ୍ଷରୁ କୁହାଯାଇଛି । ଗତକାଲି ବ୍ୟାଙ୍କର ପରିଚାଳନା କର୍ତ୍ତୃପକ୍ଷ ଏବଂ ସଂଘର ପ୍ରତିନିଧିମାନଙ୍କୁ ମଧ୍ୟରେ ବିସ୍ତୃତ ଆଲୋଚନା ପରେ ଏ ନିଷ୍ପତ୍ତି ନିଆଯାଇଛି । ତେଣୁ ବ୍ୟାଙ୍କର ସମସ୍ତ ଶାଖା ଉପରୋକ୍ତ ୨ ଦିନ […]

Read More Text.

ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଛୁଟି ଦିନରେ ଅଫିସ କାର୍ଯ୍ୟ କଲେ ମୁଖ୍ୟମନ୍ତ୍ରୀ ।  ଆଇନ ଶୃଙ୍ଖଳା ପରିସ୍ଥିତି, ଶିଳ୍ପାୟନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚତୁର୍ଥ ଶନିବାର ଛୁଟି ଦିନରେ ଖାରବେଳ ଭବନରେ ଅଫିସ କାର୍ଯ୍ୟ କରିବା ସହିତ ଉଚ୍ଚ ପଦାଧିକାରୀ ମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ସରକାରଙ୍କ ପ୍ରତିଶ୍ରୁତି ପାଳନ, ଯୋଜନାର କ୍ରିୟାନ୍ଵୟନ, ଶିଳ୍ପାୟନ ପ୍ରକ୍ରିୟା, […]

Read More Text.

ଆସନ୍ତା ୨୬ରୁ ଜୁନ୍‌ ୩୦ ଯାଏଁ +୨ ନାମଲେଖା ପାଇଁ ଆବେଦନ

ଭୁବନେଶ୍ବର:ଚଳିତ ଶିକ୍ଷାବର୍ଷ (୨୦୨୬-୨୭) ପାଇଁ + ୨ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୬ ତାରିଖରୁ ଜୁନ୍‌ ୩୦ ଯାଏଁ ଛାତ୍ରୀଛାତ୍ର ଅନଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ଜୁଲାଇ ୮ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ପ୍ରଥମ ପଯ୍ୟାୟରେ ଚୟନ ଛାତ୍ରୀଛାତ୍ର ଜୁଲାଇ ୯ରୁ ୧୫ ମଧ୍ୟରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ। ଅଗଷ୍ଟ ୧୨ ସୁଦ୍ଧା ସମସ୍ତ ପର୍ଯ୍ୟାୟ ନାମଲେଖା ଶେଷ ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ […]

Read More Text.

 ବନ୍ଧରୁ ନିଖୋଜ ଯୁବତୀର ଶବ ଉଦ୍ଧାର 

ବାରିପଦା : ଚଳିତ ମାସ  ବୁଧବାର  ୨୦ ତାରିଖ ଦିନ ଅପରାହ୍ନ ରେ ଜଙ୍ଗଲ କୁ କାଠ ଆଣିବାକୁ ଯାଇଥିଲା  କିନ୍ତୁ ଘରକୁ ପେରିନଥିଲା ବୋଲି ପରିବାର ଲୋକେ ପ୍ରକାଶ କରିଥିଲେ । ତେବେ ନିଖୋଜ ହେବା  ପରେ ପରିବାର ଲୋକେ  ସମସ୍ତ ସମ୍ପର୍କିୟ ଲୋକଙ୍କ ଘରକୁ ମଧ୍ଯ ଖୋଜାଖୋଜି କରି କେଉଁଠି ବି ପାଇନଥିଲେ । ତେବେ  ଗତକାଲି  ବୁଡାଖମାରୀ ଗ୍ରାମର ନିକଟତମ ଗାଁ  ର ରେଙ୍ଗାଳବେଡା ଗାଁର ଘଞ୍ଚ ଜଗଂଲ ବିଲ ମଧ୍ଯରେ ଥିବା […]

Read More Text.

ବାରିପଦା କିସ୍ ଅଧ୍ୟକ୍ଷ ଗଣେଶ ମିଶ୍ର ଓ ସମାଜସେବୀ ଦେଵ ହୋତାଙ୍କୁ ସମ୍ବର୍ଦ୍ଧନା

ବାରିପଦା : ଶହୀଦ ତଥା ଵୀରଚକ୍ର ନୁଦୁରାମ  ମେମୋରିଆଲ ଟ୍ରଷ୍ଟ ଏବଂ ଅଲ୍ ଇତୁନ୍ ଆଶ୍ରା ସଂଗଠନ ତରଫରୁ ଗ୍ରୀଷ୍ମକାଳୀନ ଛୁଟି ଅଭ୍ୟାସରେ  ମେ ୫ ରୁ ଜୁନ ୧୬ ପର୍ଯ୍ଯନ୍ତ ସାନ୍ତାଳି ଲିପି ଅଲଚିକି  ଶିକ୍ଷା ପ୍ରଦାନ କରାଯାଉଅଛି  ।ଏଥିରେ ୧୨୦ ଉର୍ଦ୍ଧ୍ଵ ବରିଷ୍ଠ,କନିଷ୍ଠ ସାନ୍ତାଳୀ ଭାଷା ପ୍ରେମୀ ୬ ରୁ ୬୦ ବର୍ଷ ପର୍ଯ୍ୟନ୍ତ ତଥା ଛୁଆରୁ ବୃଦ୍ଧ ଶିକ୍ଷା ଲାଭ କରୁଛନ୍ତି । ଅଭିଜ୍ଞ ସାନ୍ତାଳୀ ଶିକ୍ଷକ ବୁଢାନମୁର୍ମୁ,ସାନ୍ତାଳୀ ଶିକ୍ଷକ  ବାଲାଇ ଟୁଡୁ […]

Read More Text.

ନାରୀ ଅଧିକାରକୁ ନେଇ ବିଜୁ ଜନତା ଦଳର ପଦଯାତ୍ରା 

ବାରିପଦା : ନାରୀ ଅଧିକାର କୁ ସନ୍ମାନ ଜଣାଇ  ଆଜି  ବାରିପଦା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ   ପୂର୍ବତନ ଉପବାଚସ୍ପତି ତଥା ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ସାନନ୍ଦ ମାଣ୍ଡି ନେତୃତ୍ୱ ରେ ଆୟୋଜିତ ଏହି ନାରୀ ଅଧିକାର ଲଢେଇ ପଦଯାତ୍ରା ରେ ବହୁତ ସଂଖ୍ୟାରେ  ମହିଳା ଯୋଗ ଦେଇ କେନ୍ଦ୍ର ସରକାରଙ୍କର ଦୋ ମୁହାଁ ନୀତି କୁ ନିଦା କରିଥିଲେ। ବିଜୁ ଭବନ ଠାରୁ ଏହି ବିଶାଳ ପଦଯାତ୍ରା ଆରମ୍ଭ ହୋଇ ବିଜୁ ପଟ୍ଟନାୟକ […]

Read More Text.