ବାରିପଦା : ନାରୀ ଅଧିକାର କୁ ସନ୍ମାନ ଜଣାଇ ଆଜି ବାରିପଦା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ଉପବାଚସ୍ପତି ତଥା ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ସାନନ୍ଦ ମାଣ୍ଡି ନେତୃତ୍ୱ ରେ ଆୟୋଜିତ ଏହି ନାରୀ ଅଧିକାର ଲଢେଇ ପଦଯାତ୍ରା ରେ ବହୁତ ସଂଖ୍ୟାରେ ମହିଳା ଯୋଗ ଦେଇ କେନ୍ଦ୍ର ସରକାରଙ୍କର ଦୋ ମୁହାଁ ନୀତି କୁ ନିଦା କରିଥିଲେ। ବିଜୁ ଭବନ ଠାରୁ ଏହି ବିଶାଳ ପଦଯାତ୍ରା ଆରମ୍ଭ ହୋଇ ବିଜୁ ପଟ୍ଟନାୟକ ଛକ ଠାରେ ପହଂଚି ବିଜୁ ପଟ୍ଟନାୟକଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ଏକ ସଭା ସାନନ୍ଦ ମାଣ୍ଡିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ର ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରିୟବ୍ରତ ମାଝୀ ଭାରତୀ ସିଂ, ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ସୁଦାମ ମାଣ୍ଡି, ଜିଲ୍ଲା ପରିଷଦ ଅଧକ୍ଷା ଭାରତୀ ହାଁସଦା, ପୂର୍ବତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ରାଜକିଶୋର ଦାସ, ଗଣେଶ୍ୱର ପାତ୍ର, ମୟୁରଭଞ୍ଜ ସଦର ସଭାପତି ଡ଼ : ଦେବାଶିଷ ମାଣ୍ଡି, ବାରିପଦା ପୌରପରିଷଦ ଅଧକ୍ଷ କୃଷ୍ଣାନନ୍ଦ ମହାନ୍ତି, ରାଜ୍ୟ ସମ୍ପାଦକ ଦେବାଶିଷ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ସୁବ୍ରମଣ୍ୟମ ମହାନ୍ତି, ଦୀପକ ମଢୁଆଲ, ଉପନଗରପାଳ ସୀମା ଦାସ, ମହିଳା ଜୋନାଲ ସଭାପତି ପ୍ରୀତିନନ୍ଦା କାନୁନଗୋ, ମହିଳା ରାଜ୍ୟ ସମ୍ପାଦକ ଶ୍ରାବଣୀ ଦାସ, ସବିତା ବେହେରା, ନାରୀ ନେତ୍ରୀ ବୀଣାପାଣି ସାହୁ, ସମ୍ପା ମୋଜୁମଦାର, ପାର୍ବତୀ ହେମ୍ବ୍ରମ, ପୁଷ୍ପଲତା ମାଣ୍ଡି, ପ୍ରଭାତ ମହାନ୍ତି, ପ୍ରଭାତ ନାୟକ, ସୁଧନ୍ୟ ନାଏକ, ସୁନ୍ଦର ସିଂ,ସୋରୋଜ ମହାପାତ୍ର,ଗୀତାରାଣୀ ବେହେରା, କାଉନସିଲର ସୁକେଶିନି ସେଠୀ, ଅନୁରାଧା ମହାନ୍ତି, ରାଜ ଗୁପ୍ତା, ପୂଜା ତୋରେଇ, ମୂର୍ଚ୍ଛନା ମହାନ୍ତି, ପ୍ରଭାତୀ ପୃଷ୍ଟି, ମହେଶ ଭଞ୍ଜଦେଓ, ଦେବାଶିଷ ଦାସ, ଲିଟନ ମହାପାତ୍ର, ଦର୍ପ ନାରାୟଣ ପାଲ, କୁମାର ମୁଖୀ, ସୁଧୀର ବାରିକ, ଅନନ୍ତ ଦାସ, ଦେବାଶିଷ ପାତ୍ର, ତ୍ରିଲୋକେଶ ପଣ୍ଡା, ଭାଗ୍ୟଲକ୍ଷ୍ମୀ ନାୟକ, ଜିତା ସିଂ , ଶିବଶଙ୍କର ପାତ୍ର, ଛତିଶ ମହାକୁଡ଼, ଅମର ସେଠୀ, ସୁଜିତ ମହାନ୍ତି, ରତ୍ନାକର ବେହେରା, ଅରୁଣ ବରାଡ, ସୁନୀଲ କୁମାର ନାୟକ, ଅବଦୁଲ ହବିବ, ହରେକୃଷ୍ଣ ଦାସ, ଜିତ ପଟ୍ଟନାୟକ, ଶେଖ୍ ହାକିମ,ନନ୍ଦନ ଭଞ୍ଜ, ଅମ୍ବିକା ରାଉତ,ଆଶୀର୍ଵାଦ ଦାସ, ସୁଶାନ୍ତ ପାଶା,ଆଭାସ ଦେ, ଅନିତା ସେଠୀ, ଅଭିଜିତ୍ କଲିଆ,। ମନୀଷ ବେହେରା, ଦେବବ୍ରତ ସେନାପତି, ଅମିତ୍ ବୈଠା, ଭବାନୀ ଶଙ୍କର ଧଡ଼ା, କମଲଧଳ,ଅମିତ ମହାକୁଡ଼ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ତିରସ୍କାର କରିଥିଲେ।
