Tahasildar

ଜିଲ୍ଲାପରିଷଦ ସଭ୍ୟଙ୍କୁ ଦୁର୍ବ୍ୟବହାର ଘଟଣା, ଅମିନ ନିଲମ୍ବିତ ଓ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ

State

ରେଢାଖୋଲ : ଜିଲ୍ଲାପରିଷଦ ସଭ୍ୟଙ୍କୁ ତହସିଲଦାର ଦେବାଶିଷ ପାତ୍ର ଓ ଅମିନ କୁଳମଣୀ ନାଏକଙ୍କ ଦୁର୍ବ୍ୟବହାର ଘଟଣା  ।  ଅମିନଙ୍କୁ ନିଲମ୍ବନ ସହ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ  ।  ଅମିନ କୁଳମଣୀ ନାଏକଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ  । ଉପଜିଲ୍ଲାପାଳଙ୍କ ତଦନ୍ତ ଆଧାରରେ ହୋଇଛି  କାର୍ଯ୍ୟାନୁଷ୍ଠାନ  ।  ୧୩ତାରିଖରେ ତହସିଲ ଅଫିସ କାର୍ଯ୍ୟାଳୟରେ ବିଜେପି ଜୋନ ୨ ର ଜିଲ୍ଲାପରିଷଦ ଶରତ ପ୍ରଧାନଙ୍କୁ ଦୁର୍ବ୍ୟବହାର ଅଭିଯୋଗ ହୋଇଥିଲା  ।