Img 20240915 Wa0211

ନଭେମ୍ବରରେ ଦୁଇଦିନିଆ ସଂସ୍କାର ଶିଶୁ ମହୋତ୍ସବ “ମୟୂରୀ” ପ୍ରଥମ ପ୍ରସ୍ତୁତି ବୈଠକ

State

ବାରିପଦା: ଆସନ୍ତା ନଭେମ୍ବର ମାସରେ ଦୁଇଦିନିଆ ସଂସ୍କାର ଶିଶୁ ମହୋତ୍ସବ “ମୟୂରୀ” ଅନୁଷ୍ଠିତ ହେବ l ଏଥି ପାଇଁ ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସଂସ୍କାର ଶିଶୁ ମହୋତ୍ସବ “ମୟୂରୀ” ପକ୍ଷରୁ ପ୍ରଥମ ପ୍ରସ୍ତୁତି ବୈଠକରେ ଦିନ ଧାର୍ଯ୍ୟ କରା ଯାଇଛି l