Jaga

ମମତାଙ୍କ ପରେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଜଗନ୍ନାଥ

State

ଭୁବନେଶ୍ବର: ମମତାଙ୍କ ପରେ ଜଗନ୍ନାଥ । ରାଜ୍ୟସଭା ଉପ ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ ।  ବିଜେପି ବିଧାୟକଙ୍କ ଉପସ୍ଥିତିରେ ଦାଖଲ କଲେ ନାମାଙ୍କନ ପତ୍ର । ତାଙ୍କ ନାମାଙ୍କନରେ ପ୍ରସ୍ତାବକ ପଡିଛନ୍ତି ୧୦ ଜଣ ବିଜେପି ବିଧାୟକ ।  ଗୋଟିଏ ସେଟ ନାମାଙ୍କନ ଭରିଛନ୍ତି ଜଗନ୍ନାଥ ପ୍ରଧାନ ।  ସ୍ଵାଧୀନ ଭାବେ ନାମାଙ୍କନ ଭରିଛନ୍ତି ।  ଆଜି ପୂର୍ବାହ୍ନରେ ମମତା ମହାନ୍ତ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ।  ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଜଗନ୍ନାଥ ।

ମମତା ମହାନ୍ତଙ୍କ ପରେ ଦ୍ବିତୀୟ ପ୍ରାର୍ଥୀ ଭାବେ ନାମାଙ୍କନ କଲେ ।  ଭୁବନେଶ୍ବର ମଧ୍ୟ ଆସନରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିଲେ । ଜଗା ପ୍ରଧାନ ନାମାଙ୍କନ ଦାଖଲ କାହିଁକି କଲେ ତାର କାରଣ ଅସ୍ପଷ୍ଟ ରହିଛି ।