Police 11

ମହଙ୍ଗା ପଡିଲା ଗଞ୍ଜେଇ ମାଫିଆଙ୍କୁ ଛାଡ଼ିଦେବା, ୧୧ ପୋଲିସ କର୍ମଚାରୀ ନିଲମ୍ବିତ

State

କୋରାପୁଟ : କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ପୋଲିସ କର୍ମଚାରୀ ।  ୩ SIଙ୍କ ସହ ୧୧ ପୋଲିସ କର୍ମଚାରୀ ନିଲମ୍ବିତ ।  ଗଞ୍ଜେଇ ମାଫିଆଙ୍କୁ ଛାଡ଼ିଦେବା ମାମଲାରେ ନିଲମ୍ବିତ ହୋଇଛନ୍ତି । ମାଛକୁଣ୍ଡ ଓ ଲମତାପୁଟ ଥାନାର ୧୧ ପୋଲିସ କର୍ମଚାରୀ ।  ୩ ଜଣ ସବ୍ ଇନ୍ସପେକ୍ଟର, ଜଣେ କନଷ୍ଟେବଳ ନିଲମ୍ବିତ । ୨ ଯବାନ, ୨ ଜଣ ଟ୍ରେନି ସବ୍ ଇନ୍ସପେକ୍ଟର, ୨ ହୋମଗାର୍ଡ ମଧ୍ୟ ନିଲମ୍ବିତ ହୋଇଛନ୍ତି ।  ନିଲମ୍ବନ ନେଇ ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।  ଗଞ୍ଜେଇ ମାଫିଆଙ୍କୁ ଛାଡ଼ି ଗଞ୍ଜେଇ ଗାଡ଼ି ଜବତ କରିଥିଲେ ।