Mohan Majhi Cm

ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ ହେଲେ କେନ୍ଦୁଝର ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି

State

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଯୁଗ୍ମ ସଚିବ ନିଯୁକ୍ତ । କେନ୍ଦୁଝର ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ଆଜି ନିଯୁକ୍ତ ହୋଇଛନ୍ତି । କେନ୍ଦୁଝର ଉପଜିଲ୍ଲାପାଳ ପଦରୁ ଯୁଗ୍ମ ସଚିବ ପଦକୁ ବଦଳି ହେଲେ ତ୍ରିଲୋଚନ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି ।