Onn 3

ଆଇନ୍ ସେବା ପ୍ରାଧୀକରଣ କଟକ ଆନୁକୁଲ୍ୟରେ ଆଇନ ସଚେତନତା କାର୍ଯ୍ୟକ୍ରମ

State

କଟକ (ଓଏନଏନ) : ଆଇନ୍ ସେବା ପ୍ରାଧୀକରଣ କଟକ ଆନୁକୁଲ୍ୟରେ ଏକ ସଚେତନତା କାର୍ଯ୍ୟ କ୍ରମ କଟକର ବାଲିସାହିରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟ କ୍ରମରେ ସ୍ଥାୟୀ ଲୋକ ଅଦାଲତ ଗଠନ ଓ ଏହାର କାର୍ଯ୍ୟାବଳୀ ପ୍ରାକ୍ ବିଵାଦର ସମାଧାନ ଉପରେ ଆଲୋଚନା କରାଯାଇଥିବା।

ଅତିଥୀମାନଙ୍କ ମଧ୍ଯରେ ସଚିଵ ରମାକାନ୍ତ ମହାନ୍ତି, ଆଇନଜୀଵୀ ଵିଜୟ କୁମାର ପଣ୍ଡା, ସମାଜସେବୀ ରାଜ କିଶୋର ସିଂ, କମୁନିଟି ଅର୍ଗାନାଇଜର ସରିତା ମଂଜରୀ ଦାଶ ଯୋଗ ଦେଇ ଆଇନଗତ ସଚେତନତା କରାଇଥୀଲେ।

92110963 7040 4213 89f7 238c68f8ab1d

ଉକ୍ତ କାର୍ଯ୍ୟ କ୍ରମରେ ସ୍ଥାନୀୟ ୧୦୦ଜଣ ପୁରୁଷ ମହିଳା ଅଧୀଵାସି ଯୋଗ ଦେଇ ଆଇନଗତ ସଚେତନତ ହୋଇଥିଲା। ଲୋକମାନେ ନିଜନିଜର ଆଇନଗତ ସମସ୍ୟା କହିଥୀଲେ। ଶେଷରେ ସରିତା ମଂଜରୀ ଦାଶ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥୀଲେ।