Sdf

କାର୍ ବାଇକ୍ ଆମନାସାମନା ଧକ୍କା; ଦୁଇ ଗୁରୁତର

State

ବାରିପଦା : ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବଡବନ୍ଧ ନିକଟରେ କାର ( OD O9AA896O) ସହ ବାଇକ୍(OD114860) ମୁହାଁମୁହିଁ ହେବା ଫଳରେ ବାଇକ୍ ଆରୋହୀ ସୁଲାଇପାଟ ଅଂଚଳର ଫକିର ପାତ୍ର ଏବଂ ମହିଳା ମଂଜୁଲତା ପାତ୍ର ତାମୁଡିଆ ଅଂଚଳର ରାସ୍ତା ଉପରେ ଛିଟିକି ପଡ଼ିବା ସହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ଯାଇଥିଲେ । ଗୁରୁତର ହୋଇଥିବାବେଳେ ସଂପର୍କୀୟ ମହିଳା ଅଳ୍ପ ଆହତ ହୋଇଛନ୍ତି ।ଘଟଣାଟି ଆଜି ପୂର୍ବାହ୍ନ ୯ ଟା ପାଖାପାଖି ସମୟରେ ଘଟିଥିଲା । ସ୍ଥାନୀୟ ଲୋକେ ଉଭୟଙ୍କୁ ଅଟୋ ଯୋଗେ ଉଭୟ ଗୁରୁତରଙ୍କୁ ହସ୍ପିଟାଲ ପଠାଇଛନ୍ତି |