Pustak Unmachan

ପୁସ୍ତକ “ଶୁଉିପସା” ଓ “ଶୁଉରାଗ” ଉନ୍ନୋଚିତ

State

ବାରିପଦା: ବରିଷ୍ଠ କବି ହର ନାରାୟଣ ମିଶ୍ରଙ୍କ ରଚିତ କବିତା ପୁସ୍ତକ “ଶୁଉିପସା” ଓ “ଶୁଉରାଗ” ଉନ୍ନୋଚିତ ହୋଇଯାଇଛି । ଉନ୍ନୋଚନ ଉସବରେ ମୁଖ୍ୟ ଅତିଥି ଭାବରେ ପ୍ରଫସେର ଡଃ ସରୋଜ ନାୟକ, ମୁଖ୍ୟ ବ୍ୟକ୍ତା ଭାବେ ପ୍ରଧାନ ଶିକ୍ଷକ ଅମୂଲ୍ୟ କୁମ୍ବାକାର ଯୋଗ ଦେଇଥିଲେ । କବି ଅମିତାଭ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ । ଏହି ଉନ୍ନୋଚନ ସମାରୋହରେ ହିମାଂଶୁ କୁମାର ବେହେରା ପୁସ୍ତକ ଦ୍ୱୟର ସମୀକ୍ଷା କରିଥିଲେ । ଅବ୍ୟାବଧି କବି ହରନାରାୟଣ ମିଶ୍ରଙ୍କ ଲିଖିତ ଛଆଳିଶଟି ପୁସ୍ତକ ପ୍ରକାଶିତ ହୋଇଥିବା ବେଳେ ପୁସ୍ତକ ଗୁଡିକ ପାଠକୀୟ ସୂୀକୃତି ଲାଭ କରିଛି । କିଶୋର ସାହିତ୍ୟ ଭିତ୍ତିକ କବି ମିଶ୍ରଙ୍କର ପୁସ୍ତକ ଗୁଡିକ ଛାତ୍ର ଛାତ୍ରୀ ମହଲରେ ବେଶ ଆବୃତ । ପରିଣତ ବୟସରେ କବିଙ୍କର ଲେଖନୀ । ଏବେ ମଧ୍ୟ ଚଳଚଞ୍ଚଳ ଓ ତାଙ୍କ ଲିଖିତ ବହୁପୁସ୍ତକ ପ୍ରକାଶନ ଅପେକ୍ଷରେ ।