Muslim Mahilanka Estama

ଫାତିମାତୁଜହରା କନଫରେନସ ମହିଳା ଇସ୍ତେମା ଅନୁଷ୍ଠିତ

State

ନିଶ୍ଚିନ୍ତକୋଇଲି : ଫାତିମାତୁଜହରା କନଫରେନସ (ମହିଳା ଇସ୍ତେମା) ଓ ସନ୍ଧ୍ୟା ୭ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଏମାମ ଏହମହରଜା କନଫେରନସ ଆଲାହଜରତ ସୁନି ମିଶନ କମିଟି ପାରସାଇଲୋ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏଥ୍‌ôରେ ୩ହଜାର ରୁ ଅଧିକ ମହିଳା ଇସ୍ତେମାରେ ଯୋଗ ଦେଇ ଧର୍ମ ଆଲୋଚନାରେ ଭାଗ ନେଇଥିଲେ । କଟିକଟା ପଞ୍ଚାୟତର ସମାଜସେବୀ ମନୋରଂଜନ ଭୂୟାଁ , ରଘୁନାଥ ସିଂହ,ସରପଞ୍ଚ ଚିତ୍ତରଂଜନ ମଲିକ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ପାରଶାଇଳୋ ଗ୍ରାମର ମୁରବୀ ସେକ ଅମିରୁଦ୍ଦିନ୍ , ସେକ ବସିରୁଦ୍ଦିନ୍‌, ସେକ କଫିରୁଦ୍ଦିନ୍‌,ସେକ କମରଅଲ୍ଲୀ,ସେକ୍ ତାଜୁବିନ,ସେକ ଅନୱର ଉଦ୍ଦିନ୍‌, ସେକ ସମସୁଦିନ,ସେକ୍ କୁତୁବୁଦିନ,ସେକ କଲିମୁଦିନ,ନୱାଜ ଖାନ,ସରଫରାଜ ଖାଁ,ସେକ ସରୱର,ସେକ ସାହାବୁଦ୍ଦିନ, ଆବିତ ଖାଁ, ସେକ ଫକିରୁଦ୍ଦିନ୍ , ସେକ ଅମରଲ୍ଲୀ,ନେଜାମୁଦ୍ଦିନ ଖାଁ,ସେକ ସୁନିକ ରଜା ପ୍ରମୁଖ ଙ୍କ ସମେତ ସମସ୍ତ ମୁସଲମାନ ଭାଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।