Mi

୭ ବର୍ଷର ନାବାଳିକାକୁ ୩ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ

Crime State

କଟକ  : ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ୭ ବର୍ଷର ନାବାଳିକାକୁ ୩ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ମାଆ ।  ସରସ୍ୱତୀ ପୂଜା ଦିନ ଏହି ଅମାନୁଷିକ ଘଟଣା ଘଟିଛି ।

SCBରେ ପିଡୀତାଙ୍କ ଡାକ୍ତରୀ ମାଇନା କରାଯାଇଛି । ଧାରା ୧୬୧ ଆଧାରରେ ବୟାନ ରେକର୍ଡ କରିଛି ପୋଲିସ । ପୋକସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି । ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଜାରି ରହିଛି ।