Onn 3

ବାଲିଘାଟରୁ ବେଆଇନ ବାଲି ଉଠାଣ ରୋକ ବଳବତ୍ତର-ହାଇକୋର୍ଟ

State

Highcourt

କଟକ:ବାଲିଘାଟରୁ ବେଆଇନ ବାଲି ଉଠାଣ ମାମଲାରେ ହାଇକୋର୍ଟରେ ଉଭୟ ପକ୍ଷର ଯୁକ୍ତି ଉପସ୍ଥାପନ କରିଛନ୍ତି। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ପକ୍ଷରୁ ବାଲିଘାଟରୁ ବେଆଇନ ବାଲି ଉଠାଣ ଉପରେ ରୋକ ବଳବତ୍ତର ରଖାଯାଇଛି ବୋଲି ହାଇକୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ସୋମବାର ଏହି ମାମଲାର ପରବର୍ତ୍ତି ଶୁଣାଣି ହେବ ବୋଲି କୁହାଯାଇଛି।