Onn 3

ଡିସିପି ଦାୟିତ୍ବ ଗ୍ରହଣ କଲେ ଡକ୍ଟର କନୱର ବିଶାଲ ସିଂ

State

 

dc

ଭୁବନେଶ୍ୱର : କଟକର ନୂଆ ଡିସିପି। ଦାୟିତ୍ବ ଗ୍ରହଣ କରିଛନ୍ତି ଡକ୍ଟର କନୱର ବିଶାଲ ସିଂ। ପିନାକ ମିଶ୍ରଙ୍କ ବଦଳି ପରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅପରାଧ ନିୟନ୍ତ୍ରଣ ଏବଂ ଆଇନ ଶ୍ରୁଙ୍ଖଳା ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ନୂଆ ଡିସିପି। କ୍ରାଇମରେ ଜିରୋ ଟଲେରାନ୍ସ ଏବଂ ସାଇବର ଅପରାଧ ରୋକିବା ଉପରେ ଫୋକସ୍ ରହିବ। ଏହା ସହ ସାଧାରଣ ନିର୍ବାଚନରେ ଆଇନ ଶୃଙ୍ଖଳା ବଡ ଚ୍ୟାଲେଞ୍ଜ ହେବ କହିଛନ୍ତି କନୱର ବିଶାଲ ସିଂ।