Onn 3

ବସ୍-ସ୍କର୍ପିଓ ମୁହାଁମୁହିଁ ଧକ୍କା, ୧୨ ଯାତ୍ରୀ ଆହତ

Crime State

accident-3

ନୂଆପଡା : ବସ୍-ସ୍କର୍ପିଓ ମୁହାଁମୁହିଁ ଧକ୍କା, ୧୨ ଯାତ୍ରୀ ଆହତ। ନୂଆପଡା ଜିଲ୍ଲା 353 ଜାତୀୟ ରାଜପଥର ତରବୋଡ଼ ସମ୍ଭବ ପ୍ରୋଜେକ୍ଟ ନିକଟରେ ଦୁର୍ଘଟଣା ଘଟିଛି । ଏଥିରେ ମୋଟ ୧୨ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ତରବୋଡ ସ୍ବାସ୍ଥ୍ୟକେନ୍ଦ୍ର ଓ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପହଂଚିଛି ତରବୋଡ ପୋଲିସ |