Subhransu Senapati 700x430 1.jpg

ଶୁଭ୍ରାଂଶୁ ସେନାପତିଙ୍କ ପ୍ରଥମ ରଣଜୀ ଦ୍ବିଶତକ

sports State

subhransu-senapati-700x430

ଭୁବନେଶ୍ବର: ଇନ୍ଦୋର ରଣଜୀରେ ଉଦୀୟମାନ କ୍ରିକେଟର ଶୁଭ୍ରାଂଶୁ ସେନାପତି ଅପରାଜିତ ଦ୍ବିଶତକ ହାସଲ କରିଛନ୍ତି। ମଧ୍ୟ ପ୍ରଦେଶ ବିପକ୍ଷ ରଣଜୀରେ ଅପରାଜିତ ୨୭୭ ରନ ସଂଗ୍ରହ ସହ ରେକର୍ଡ ସୃଷ୍ଟି କରିଛନ୍ତି। ୧୯ଟି ଚୌକା ଓ ୧୧ଟି ଛକା ଜରିଆରେ ଶୁଭ୍ରାଂଶୁଙ୍କ ଚମତ୍କାର ବ୍ୟାଟିଂ କରିଥିଲେ। ଏହାସହିତ ରଣଜୀ କ୍ୟାରିୟରରେ ପ୍ରଥମ ଦ୍ବିଶତକ ପୂରଣ କରିଥିଲେ। ରଣଜୀ ପଦାର୍ପଣରେ ହର୍ଷିତ ରାଠୋର ଅପରାଜିତ ୬୦ ରନ ସଂଗ୍ରହ କରିଛନ୍ତି। ଦ୍ବିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଓଡ଼ିଶା ୮ ୱିକେଟ ହରାଇ ୪୯୩ ରନ ସଂଗ୍ରହ କରିଛି।