Onn 3

ଭାଦୁଶୋଳ ମିନି ଷ୍ଟାଡିୟମରେ ଫୁଟବଲ ଟୁଣ୍ଣାମେଣ୍ଟ ଅନୁଷ୍ଠିତ

State

ବାରିପଦା: ବଡସାହି ବ୍ଲକର ଲକ୍ଷ୍ମଣସାହି ଗ୍ରାମପଂଚାୟତ ଅନ୍ତର୍ଗତ ଭାଦୁଶୋଳ ବିର୍ସା ମୁଣ୍ଡା ଯୁବକ ସଂଘ ଆନୁକୁଲ୍ୟରେ ଏକ ଦୁଇଦିନିଆ ଫୁଟବଲ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । ଏହାର ଉଦ ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତ ମୁଣ୍ଡା ସମାଜ ଓଡିଶା ଶାଖାର ସଭାପତି ତଥା ଭାରତୀୟ ରାଜସ୍ୱ ସେବାର ଅବସରପ୍ରାପ୍ତ ଅଧିକାରୀ ରବିନ୍ଦ୍ରନାଥ ସିଂହ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବାସହ ଚମ୍ପିଆନ୍ ଓ ରନସ ୍ ଅପ ୍ ଦଳକୁ ପୁରଷ୍କୃତ କରିଥିଲେ ।

ଅନ୍ୟ ଅତିଥୀ ମାନଙ୍କ ମଧ୍ୟରୁ ସମାଜସେବୀ ଇଂ ଗିରିଶ ହେମ୍ବ୍ରମ ୍ , ମୁଖ୍ୟ ବକ୍ତା ଭାବରେ , ସମ୍ମାନୀୟ ଅତିଥୀ ଚଳଚିତ୍ର ପ୍ରଡ୍ୟୁସର ଶୁଭେନ୍ଦୁ ସାହୁ , ଭାରତ ମୁଣ୍ଡା ସମାଜର ରାଜ୍ୟ ଯୁବଶାଖା ସଭାପତି ସବରନ ୍ ସିଂ , ଲକ୍ଷ୍ମଣସାହି ଗ୍ରା.ପର ସରପଂଚ ଚାନ୍ଦମଣୀ ସିଂହ , ସମିତି ସଭ୍ୟ ସୁନିଲ ୍ କୁମାର ଟୁଡୁ , ପୁର୍ବତନ ସରପଂଚ ଶିବଶଙ୍କର ସିଂହ, ଅନୁଷ୍ଠାନର ସଭାପତି ତାପସ କୁମାର ସିଂହ , ପୁର୍ବତନ ସଭାପତି ଏବଂ ବର୍ତମାନର ଉପଦେଷ୍ଟା ନନ୍ଦେ ସିଂହ , ଉପସଭାପତି ଘାସିରାମ ସିଂ, ସମ୍ପାଦକ ଶୁକଲାଲ ସିଂ, ସହ ସମ୍ପାଦକ ସୁନ୍ଦର ସିଂ, ମଂଚ ପରିଚାଳକ ପ୍ରଶାନ୍ତ କୁମାର ସିଂହ , କମେଟେଁଟର ଓ ନାଉପାଳ ପଂଚାୟତର ସଂଭ୍ୟ ରୋହିଦାସ ସିଂହ ଓ ସମସ୍ତ ସଭ୍ୟ /ସଭ୍ୟାଙ୍କ ଗହଣରେ ଉଦ ୍‌ଯାପନୀ ଉତ୍ସବରେ ଯୋଗ ଦେଇ ଥିଲେ । ଏହି ଫୁଟବଲ ପ୍ରତିଯୋଗୀତାରେ ଜେ.ଏଫ୍‌.ଏ ପୋଟକା ଦଳ ଚମ୍ପିଆନ ୍ ଓ ମହାକାଳ ଏଫ ୍ .ସି ଦ୍ୱିତୀୟ ସ୍ଥାନ ପାଇଥିଲେ ।