Onn 3

ଘର କାନ୍ଥ ପଡି ଦୁଇ ମୃତ

State

 

wall-collapsed

କୁଚିଣ୍ଡା : ଘର କାନ୍ଥ ପଡି ଦୁଇ ମୃତ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ବିଜାଡିହି ଗାଁରେ ଘର କାନ୍ଥ ମରାମତି ପାଇଁ ପୁରୁଣା କାନ୍ଥ ଭାଙ୍ଗୁଥିବା ବେଳେ ଉପରେ ପଡ଼ି ଯାଇଥିଲା କାନ୍ଥ। ଫଳରେ ଜଣେ ମହିଳା ଓ ଜଣେ ପୁରୁଷ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।

ମୃତ ମହିଳା ଜଣଙ୍କ ଘର ମାଲିକ ବିଜାଡିହି ଗ୍ରାମର ନମିତା ପଟେଲ ଓ ମୃତ ଶ୍ରମିକ ଜଣଙ୍କ କିଣ୍ଡିରା ଗାଁର ଲଲିତ ଦେହୁରୀ ବୋଲି ସୂଚନା ମିଳୁଛି । ତେବେ ଘଟଣାସ୍ଥଳରେ କୁଚିଣ୍ଡା ପୋଲିସର ପହଞ୍ଚି ତଦନ୍ତ କରୁଛି।