Onn 3

କଂଗ୍ରେସ ତରଫରୁ ସମ୍ବିଧାନ ଦିବସ ପାଳିତ

State

ବାରିପଦା: ବାରିପଦା କଂଗ୍ରେସ ଓବିସି ବିଭାଗ ରାଷ୍ଟ୍ରୀୟ ଅଧକ୍ଷ କେପ୍ଟେନ ଅଜୟ ସିଂହ ଯାଦବଙ୍କ ନିର୍ଦେଶଅନୁଯାଇ ଆଜି ରାଜ୍ୟ ଓବିସି ମିଡ଼ିଆ ମୁଖ୍ୟ କାର‌୍ୟ୍ୟାଳୟରେ ରାଜ୍ୟ ମିଡ଼ିଆ ସଂଯୋଜକ ସୁକୁମାର ରଞ୍ଜନ ପ୍ରଧାନ ଙ୍କ ପୌରାହିତରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି |

ପ୍ରାରମ୍ଭରେ ସମ୍ବିଧାନ ରଚିୟତା ବାବା ସାହେବ ଭୀମରାଓ ରାମଜୀ ଆମ୍ବେଦକର ଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରି ସୃତିଚାରଣ କରିଥିଲେ କ୍ଷଉକ୍ତ କାର‌୍ୟ୍ୟକ୍ରମକୁ ବରିଷ୍ଠ କଂଗ୍ରେସ ନେତା ଗଣ ଯଥା ବାଙ୍ଗରିପୋଷୀ ନିର୍ବାଚନ ମଣ୍ଡଳୀ ଆଶାୟୀ ପାର୍ଥି ଲମ୍ବୋଦର ସିଂହ, ମୋରଡା ନିର୍ବାଚନମଣ୍ଡଳୀ ଆଶାୟୀ ପାର୍ଥି ସମାଜସେବୀ ଭବାନୀଶଙ୍କର ସାହୁ, ଇଂ.ସଲିଲ କୁମାର ଦେ ଓ ଯୁବ ନେତା ହୀରାଲାଲ ଘଂଟିୟାଳୀ ପ୍ରମୁଖ ଯୋଗଦାନ କରିଥିଲେ |