ବ୍ରହ୍ମପୁର – ପୁରୀ ସ୍ୱତନ୍ତ୍ର ଟ୍ରେନ :
୦୮୪୬୩/୦୮୪୬୪ ବ୍ରହ୍ମପୁର – ପୁରୀ -ବ୍ରହ୍ମପୁର ସ୍ୱତନ୍ତ୍ର ଟ୍ରେନ ବ୍ରହ୍ମପୁର ଠାରୁ ନଭେମ୍ବର ଆଜି ସନ୍ଧ୍ୟା ୮ଘ.୪୦ମି. ରେ ଛାଡି ପୁରୀ ଠାରେ ରାତ୍ରୀ ୧୧ଘ.୪୫ମି. ରେ ପହଞ୍ଚିବ l ପୁରୀରୁ ଆସନ୍ତାକାଲି ଭୋର ୫ଘ.୩୦ମି.ରେ ଛାଡି ବ୍ରହ୍ମପୁର ଠାରେ ପୂର୍ବାହ୍ନ ୮ଘ.୩୫ମି. ରେ ପହଞ୍ଚିବ l ବ୍ରହ୍ମପୁର ଓ ପୁରୀ ମଧ୍ୟରେ ଏହା ସମସ୍ତ ଷ୍ଟେସନ ଓ ପାସେଞ୍ଜର ହଲ୍ଟ ଠାରେ ରହଣି କରିବ ଏବଂ ଖୋର୍ଦ୍ଧା ରୋଡ଼ ପରିବର୍ତ୍ତେ ଅରୁଗୁଳ – ହରିପୁର ଗ୍ରାମ ମାର୍ଗରେ ଯାତାୟାତ କରିବ l
କଟକ – ପୁରୀ – କଟକ ପାସେଞ୍ଜର ସ୍ପେଶାଲ :
୦୮୪୬୫/୦୮୪୬୬ କଟକ – ପୁରୀ -କଟକ ସ୍ୱତନ୍ତ୍ର ଟ୍ରେନ କଟକ ଠାରୁ ଆଜି ରାତ୍ରୀ ୧୧ଘ.୩୦ମି. ରେ ଛାଡି ପୁରୀ ଠାରେ ରାତ୍ରୀ ୧ଘ.୩୦ମି. ରେ ପହଞ୍ଚିବ l ସେହିପରି ପୁରୀ ଠାରୁ ଆସନ୍ତାକାଲି ପୂର୍ବାହ୍ନ ୯ଘ.୩୦ମି. ରେ ଛାଡି କଟକ ଠାରେ ପୂର୍ବାହ୍ନ ୧୧ଘ.୩୦ମି. ରେ ପହଞ୍ଚିବ l କଟକ ଓ ପୁରୀ ମଧ୍ୟରେ ଏହା ସମସ୍ତ ଷ୍ଟେସନ ଓ ପାସେଞ୍ଜର ହଲ୍ଟ ଠାରେ ରହଣି କରିବ l
ପୁରୀ – ବ୍ରହ୍ମପୁର ସ୍ପେଶାଲ :
୦୮୪୮୧ ପୁରୀ – ବ୍ରହ୍ମପୁର ସ୍ୱତନ୍ତ୍ର ଟ୍ରେନ ପୁରୀ ଠାରୁ ଆଜି ସନ୍ଧ୍ୟା ୬ଘ.୩୦ମି. ରେ ଛାଡି ବ୍ରହ୍ମପୁର ଠାରେ ରାତ୍ରୀ ୯ଘ.୩୯ମି. ରେ ପହଞ୍ଚିବ l ପୁରୀ ଓ ବ୍ରହ୍ମପୁର ମଧ୍ୟରେ ଏହା ସମସ୍ତ ଷ୍ଟେସନ ଓ ପାସେଞ୍ଜର ହଲ୍ଟ ଠାରେ ରହଣି କରିବ ଏବଂ ଖୋର୍ଦ୍ଧା ରୋଡ଼ ପରିବର୍ତ୍ତେ ଅରୁଗୁଳ – ହରିପୁର ଗ୍ରାମ ମାର୍ଗରେ ଯାତାୟାତ କରିବ l